“ରୋଟାରୀ କଳିଙ୍ଗ ସମ୍ମାନ-୨୦୨୪” ଆୟୋଜିତ…
ଭୁବନେଶ୍ୱର, ୨୪/୦୬ : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ “ରୋଟାରୀ କଳିଙ୍ଗ ସମ୍ମାନ-୨୦୨୪” ଆୟୋଜିତ ହୋଇଯାଇଛି । ସ୍ୱାର୍ଥଠାରୁ ଉଦ୍ଧ୍ୱର୍ରେ ରହି ଲୋକଙ୍କ ସେବା କରିବା ପ୍ରତ୍ୟେକ ରୋଟାରୀଆନଙ୍କ ମୁଖ୍ୟ ଉଦେ୍ଦଶ୍ୟ । ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପ୍ରତିଷ୍ଠା ହେବା ପରଠାରୁ ସାଧାରଣ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ଉନ୍ନତି, ମା ଓ ଶିଶୁ ସୁରକ୍ଷା ଆଦି ଦିଗରେ ଅନେକ କାର୍ଯ୍ୟକ୍ରମ କରି ଆସୁଛି । ଏହି କ୍ରମରେ […]