ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହେବ ରୋପ୍ ୱେ ବ୍ୟବସ୍ଥା
ବାରଙ୍ଗ, ୧୭/୧୧: ପୁଣି ରୋପ୍ ୱେର ମଜା ନେବେ ପର୍ଯ୍ୟଟକ । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଶୁକ୍ରବାର ନନ୍ଦନକାନନ ନୂତନ ରୋପ୍ ୱେର ଉଦଘାଟନ ହେବାକୁ ଯାଉଛି । ଅପରାହ୍ନ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ଶନିବାରଠାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ । ପୂର୍ବରୁ ନନ୍ଦନକାନନରେ ରୋପ୍ ୱେ ବ୍ୟବସ୍ଥା ଥିଲା । ଦୀର୍ଘ ବର୍ଷ ହେବ […]