ଓଡିଶା

ରୋବୋଟିକ୍ ସର୍ଜରୀ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ଆମ୍ରି ହସ୍ପିଟାଲ୍

ଭୁବନେଶ୍ବର : ରୋବୋଟିକ୍ ସର୍ଜରୀ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବାରେ ସକ୍ଷମ ହୋଇଛି ଆମ୍ରି ହସ୍ପିଟାଲ୍ । ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲ ଗତ ୪ ମାସରେ ୧୦୦ରୁ ଉର୍ଦ୍ଧ୍ବ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି । ଆମ୍ରି ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ତଥା ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି ସଫଳତା ହାସଲ କରାଯାଇଛି । ଏପରିକି ଇସ୍ରାଇଲ, ଥାଇଲାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ସର୍ଜନମାନଙ୍କୁ ରୋବୋଟିକ୍ […]