ଓଡିଶା

କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ ?

• ରାସ୍ତା ଉପରେ ନରହି ଲଟା ବୁଦାରେ ଶୋଭା ପାଉଛି ଚେକ୍ ପୋଷ୍ଟ• ନଜର ଦେଉ ନାହାନ୍ତି ପ୍ରଶାସନିକ ଅଧିକାରୀଢ଼େଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : କାହା ସ୍ୱାର୍ଥରେ ପୋଲିସ୍ ଚେକ୍ ପୋଷ୍ଟ । ଲୋକଙ୍କୁ ସଚେତନ କରିବା ବଦଳରେ ଅବହେଳିତ ଅବସ୍ଥାରେ ବୁଦା ମୂଳେ ପଡିରହିଛି ପୋଲିସ୍ ଚେକ୍ ପୋଷ୍ଟ । ଏ ଦୃଶ୍ୟ ହେଉଛି ହିନ୍ଦୋଳ ଥାନା ଓ ଏନ୍ଏସି ଅଞ୍ଚଳର ବସଷ୍ଟାଣ୍ଡ ଛକଠାରୁ ଜେଲ ରୋଡ ଦେଇ ନରସିଂହପୁର ଅଭିମୁଖେ ଯାଇଥିବା […]

ଓଡିଶା

ରାସ୍ତା ସମ୍ପ୍ରସାରଣ ନାଁରେ ବରହମପୁର ତେନ୍ତୁଳିଆ ରାସ୍ତା ପାଲଟିଛି ମରଣଯନ୍ତା…

ନୀଳଗିରି, ୧୧/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ଅଧୀନସ୍ଥ ବରହମପୁର ତେନ୍ତୁଳିଆ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମ୍ପ୍ରସାରଣ କରାଯାଉଛି । ଦୀର୍ଘଦିନ ଧରି ରାସ୍ତା ସମ୍ପ୍ରସାରଣ ପାଇଁ ପିଚୁ ପାଖରୁ ଖୋଳି ଦିଆଯାଇଥିବାବେଳେ ଏଠାରେ କାର୍ଯ୍ୟ କରାଯାଉନଥିବା ଯୋଗୁଁ ପ୍ରତ୍ୟହ କେହି ନା କେହି ଖାଲରେ ପଡି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି । ଗାତ ଖୋଳି ଦେଇ ଚମ୍ପଟ ମାରିଲା […]

ଓଡିଶା

ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଦ୍ୱାରା ସଡ଼କ ସୁରକ୍ଷା ସଚେତନତା ବାର୍ତା…

ଜଗତସିଂହପୁର, ୦୬/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ରାହାମା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ଆଂଚଳିକ ପରିବହନର ସଦସ୍ୟ ସୁନାକର ବେହେରାଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ବାହାରି ରାହମା ବଜାର ପରିକ୍ରମା କରିବା ସହିତ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବାବଦରେ ସାଧାରଣ ଲୋକମାନଙ୍କୁ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମର […]

ଓଡିଶା

ହିନ୍ଦୋଳ ପୋଲିସର ସଡକ ସୁରକ୍ଷା ଅଭିଯାନ

ଢ଼େଙ୍କାନାଳ, ୧୬ ନଭେମ୍ବର : ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ପୋଲିସ୍ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଥାନା ଅଧିକାରୀଣୀ ଚାରୁଲତା ବେହେରା ଏବଂ ହିନ୍ଦୋଳ ଡ୍ରାଇଭର ମହସଂଘର ଉଦ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସଡ଼କ ସୁରକ୍ଷା ଜୀବନ ରକ୍ଷା ଏବଂ ଦୃତ ଗତିରେ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ବେଳେ ସର୍ବଦା ହେଲମେଂଟ୍ ବ୍ୟବହାର କରିବା ଏବଂ ନିଶା ତଥା ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ପାଇଁ […]