ରାସୋଳ ଥାନା ଗଣ୍ଡାନଳୀ ନିକଟରେ ସ୍କୁଲ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନଳୀ ନିକଟରେ ସ୍କୁଲ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଫଳରେ ଜଣେ ଶିକ୍ଷୟତ୍ରୀଙ୍କ ସମେତ ଜଣା ଛାତ୍ର ଗୁରୁତର ଥିବା ସୂଚନା । ସୂଚନା ଅନୁସାରେ ଗଣ୍ଡାନାଳି ଶିଶୁମନ୍ଦିର ଟାଟା ମ୍ୟାଜିକ ଗାଡି ପିଲାଙ୍କୁ ନେଇ ଯାଇଥିବା ସମୟରେ ପଛପଟୁ ଏକ ପିକଅପ୍ ଭ୍ୟାନ୍ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ଥିବା ଶିକ୍ଷୟତ୍ରୀ ଉଷାପ୍ରଧାନ ଓ ଜଣେ ଛାତ୍ର ସମ୍ବିତ ସାମଲ ଗୁରୁତର […]