ଓଡିଶା

ଦୁର୍ଘଟଣାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ…

ଧର୍ମଗଡ, (ଏଫ୍ଟୁଏସ୍/ ନିକୁଞ୍ଜ ଚଲାନ) : ଆଇଆରବି କ୍ୟାମ୍ପର ଏକ ଟ୍ରକ ଧକ୍କାରେ ଚାଲିଗଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁନିସିପାଲଟି ଅଫିସ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ମୃତକ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ହେଲେ ସୁନିଲ କୁମାର ପଣ୍ଡା । ସକାଳୁ ନିଜର ବ୍ୟକ୍ତିଗତ କାମ ସାରି ସ୍କୁଟି ଯୋଗେ ଯାଉଥିବା ବେଳେ ତାଙ୍କୁ ଆଇଆରବି କ୍ୟାମ୍ପର ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ […]

ଓଡିଶା

ସଡକ ସୁରକ୍ଷାର ବ୍ୟବସ୍ଥା ନାହିଁ, ଯାହାର ଫଳ ଭୋଗୁଛନ୍ତି ହିନ୍ଦୋଳ ନିର୍ବାଚନ ମଣ୍ଡଳବାସୀ…

ହିନ୍ଦୋଳ, (ଏଫ୍ ଟୁ ଏସ୍ /ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ । ସୂଚନା ଅନୁସାରେ, ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ । ଅନୁଗୁଳ-କଟକ ରାସ୍ତାରେ କଟକ ଆଡକୁ ଯାଉଥିବା ବାଲିମି ଥାନା ଖଜୁରିଆକଟା ଅଞ୍ଚଳର କ୍ଷୀରୋଦ ନନ୍ଦଙ୍କ କାର ନଂ OD19J5015 ଟି ସ୍ଥାନୀୟ ଗୁହାଳୀପାଳ […]

ଓଡିଶା

ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ…

ହିନ୍ଦୋଳ, ୨/୧୨ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଦୁଇ ବାଇକ ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ । ଖବରରୁ ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟା ସମୟରେ ହିନ୍ଦୋଳ ଥାନା ଅନ୍ତର୍ଗତ ଆଲୁସିଂ ଗ୍ରାମର ଏନ୍ଏସି ସଫେଇ କର୍ମଚାରୀ ନରେଶ ନାଏକ (୪୮) ଝିଅଘରକୁ ଯାଇ ମହୀଧରପୁର ଆଡୁ ଏକ ଗ୍ଲାମର ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ହିନ୍ଦୋଳ ଥାନା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ […]

ଓଡିଶା

ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ବେସାହାର ପରିବାର ଲୋକ…

କଳାହାଣ୍ଡି (ରଜତ ପଟ୍ଟନାୟକ) : ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ଏବେ ନିଜର ଲୋକଙ୍କୁ ହରାଇ ବେସାହାର ପରିବାର ଲୋକ । ସୂଚନା ଅନୁସାରେ, ଗତ ୧୫ ତାରିଖରେ ରିଷଗାଁର ନାଗେଶ୍ୱର ମଙ୍ଗରାଜ ସକାଳୁ ବାନ୍ଦୋପଲାରେ ମର୍ଣ୍ଣିଂୱାର୍କ କରୁଥିବା ସମୟରେ କାଳିମନ୍ଦିର ପଡ଼ାର ଶେଖ ଇସ୍ରାଏଲ ନାମକ ଜଣେ ଯୁବକ ଗାଡି ନମ୍ବର OR 14 T 3976 ଯୋଗେ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ନାଗେଶ୍ବର […]

ଓଡିଶା

ମର୍ମନ୍ତୁଦ ବାଇକ ଦୁର୍ଘଟଣା, ଚାଲିଗଲା ଯୁବକଙ୍କ ଜୀବନ…

ନୂଆପଡ଼ା : ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କ୍ଷୀରମାଲ୍ ଗାଁ କପା ଗୋଦାମ୍ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘଟଣାରେ ସେହି ଗାଁର ଜଣେ ଯୁବକ ଅଭୟ ଶବରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗତକାଲି ରାତି ପ୍ରାୟ 11ଟା ସମୟରେ ନିକଟସ୍ଥ ଲର୍କା ଗାଁକୁ କିଛି ଜିନିଷ ଆଣିବାକୁ ଯାଇଥିଲେ । ତେବେ ସେଠାରୁ ଫେରିବା  ସମୟରେ ଭାରସାମ୍ୟ […]

ଓଡିଶା

ବିଧାୟିକା ହେବା ସମୟରେ ଯାହା ଶପଥ ନେଇଥିଲେ, ତାକୁ ସାକାର କଲେ…

କୋଟପାଡ଼ (ସୁନୀଲ ଦାଶ ): ଜନସେବାକୁ ପାଥେୟ କରି ବିଧାୟିକା ହୋଇଥିଲେ । ବିଧାୟକ ଭାବେ ଶପଥ ନେବାବେଳେ ଯାହା ଶପଥ କରିଥିଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି କୋଟପାଡ ବିଧାୟିକା ପଦ୍ମିନୀ ଦିଆନ । ସବୁବେଳେ ଲୋକଙ୍କ ସେବାରେ ଥିବା ବିଧାୟିକା କର୍ତ୍ତବ୍ୟକୁ ପଛରେ ରଖି ପ୍ରଥମେ ଜନସେବାକୁ ଅଗ୍ରାଧିକାର ଦେଇଛନ୍ତି । ବିଧାୟିକା ପଦ୍ମିନୀ ଦିଆନ କୋଟପାଡ଼ରୁ 5ଟି ସଚିବଙ୍କ ନବରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିବା ସମୟରେ ସସାହାଣ୍ଡି ନିକଟସ୍ଥ […]

ଓଡିଶା

ହଠାତ୍ ପୋଲ ଭୁଷୁଡିଲା ଆଉ ତଳକୁ ଖସିଲା ଦୁଇଟି କାର୍

ପୋଲ ଉପରେ ଯାଉଥିଲା କାର୍ । ହଠାତ୍ ଭୁଷୁଡିଗଲା ପୋଲ । ଫଳରେ ପୋଲ ତଳକୁ ଖସିଲା କାର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଭାଗିରଥି ପାର୍କ ଫୁଲ ଝରଣା ପୂର୍ତ୍ତ ବିଭାଗ ରାସ୍ତାରେ ଏକ ପୋଲ ଭୁଷୁଡି ପଡିଛି । ଦୁର୍ଘଟଣାରେ କାରରେ ଥିବା ଜଣେ ଶିଶୁ ସମେତ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭବାନୀପାଟଣାରୁ ଥୁଆମୂଳ ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଳେ […]

ଓଡିଶା

ରାସୋଳ ଥାନା ଗଣ୍ଡାନଳୀ ନିକଟରେ ସ୍କୁଲ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଗଣ୍ଡାନଳୀ ନିକଟରେ ସ୍କୁଲ ଗାଡିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଫଳରେ ଜଣେ ଶିକ୍ଷୟତ୍ରୀଙ୍କ ସମେତ ଜଣା ଛାତ୍ର ଗୁରୁତର ଥିବା ସୂଚନା । ସୂଚନା ଅନୁସାରେ ଗଣ୍ଡାନାଳି ଶିଶୁମନ୍ଦିର ଟାଟା ମ୍ୟାଜିକ ଗାଡି ପିଲାଙ୍କୁ ନେଇ ଯାଇଥିବା ସମୟରେ ପଛପଟୁ ଏକ ପିକଅପ୍ ଭ୍ୟାନ୍ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଗାଡିରେ ଥିବା ଶିକ୍ଷୟତ୍ରୀ ଉଷାପ୍ରଧାନ ଓ ଜଣେ ଛାତ୍ର ସମ୍ବିତ ସାମଲ ଗୁରୁତର […]

ଓଡିଶା

ବାଉଁଶପୋଖରୀ ପଂଚାୟତ ପଣସପାଳ ପ୍ରୋଜେକ୍ଟ ସାମ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣେ ମୃତ, ଜଣେ ଗୁରୁତର । ସୂଚନା ଅନୁସାରେ, ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ୍ଏସି ୱାର୍ଡ଼ ନଂ-୧୫ ଆଲୁସିଂ ଗ୍ରାମର ଟିକେଇ ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ଏବଂ କୁଞ୍ଜ ସାହୁଙ୍କ ପୁଅ ତ୍ରିନାଥ ସାହୁ ଓଡ଼ି-୧୯ଏଲ୍-୯୫୪୧ ଯୋଗେ ଅନୁଗୁଳ ଆଡୁ ଫେରୁଥିବା ସମୟରେ ବାଉଁଶପୋଖରୀ ପଂଚାୟତ ପଣସପାଳ ପ୍ରୋଜେକ୍ଟ ସାମ୍ନାରେ ହିନ୍ଦୋଳ ଆଡୁ ଆସୁଥିବା ଓଡ଼ି-୧୯ଏଲ୍-୬୯୩୮ ପିକଭ୍ୟାନ୍ ସହ ମୁହାଁମୁହିଁ […]