ଓଡିଶା ବ୍ୟବସାୟ

ତନିସ୍କ ନେଇଆସିଛି ‘ରିଭା’ ସମ୍ଭାର…

ଭୁବନେଶ୍ୱର, ୦୮/୫ : ଟାଟା ପକ୍ଷରୁ ଭାରତର ସର୍ବବୃହତ ଅଳଙ୍କାର ବ୍ରାଣ୍ଡ ତନିସ୍କ ‘ରିଭା’କୁ ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ ଭାବେ ଗ୍ରାହକ ନିକଟରେ ଉପସ୍ଥାପନ କରିଛି । ରିଭା ନିଜର ବିବିଧ ବିବାହ ସମ୍ଭାର ସହିତ ଆଧୁନିକ ଓଡିଶାର କନ୍ୟାମାନଙ୍କ ବିଭିନ୍ନ ଆବଶ୍ୟକତା ଅନୁଯାୟୀ ଉକôୃଷ୍ଟ ଡିଜାଇନ୍ ସହିତ ଉନ୍ନତ କରିଗରୀ ପ୍ରତିପାଦନ କରୁଛି । ତନିସ୍କର ରିଭା ସମ୍ଭାର ସୁନ୍ଦରତା ଏବଂ ପରମ୍ପରାର ଏକ ଉଦାହରଣ ଭାବରେ ଠିଆ ହୋଇଛି, ଏହାର ସୂକ୍ଷ୍ମ […]