ଅଭିନବ ଧାରା ଉପରେ ଆଲୋଚନା କରିବ ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍କ୍ଲେଭ୍ ‘ଇନୋଭେଟ୍ ଆର୍ଇ ଓଡିଶା’
ଭୁବନେଶ୍ୱର : ରିଅଲଟର୍ସ ଆସୋସିଏଶନ ଅଫ୍ ଓଡିଶା (ଓଆର୍ଏ) ପକ୍ଷରୁ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରର ଅଭିନବ ଧାରା, ଟେକ୍ନୋଲୋଜି ଓ ସ୍ଥାୟୀ ଅଭ୍ୟାସଗୁଡିକ ଉପରେ ଆଲୋଚନା ଓ ଅନ୍ୱେଷଣ କରିବା ପାଇଁ ଆସନ୍ତା ଅଗଷ୍ଟ ୨୫ ତାରିଖ ୨୦୨୩ରେ ଭୁବନେଶ୍ୱରରେ ଭବିଷ୍ୟତର ସର୍ବବୃହତ୍ ରିଅଲ୍ ଇଷ୍ଟେଟ୍ କନ୍କ୍ଲେଭ୍ ‘ଇନୋଭେଟ୍ ଆର୍ଇ ଓଡିଶା’ର ଆୟୋଜନ କରାଯିବ । ଏଥିରେ ଅଂଶଗ୍ରହଣକାରୀଙ୍କୁ ନୂତନ ଧାରାଗୁଡିକୁ ଶିଖିବା ଏବଂ ଇଣ୍ଡଷ୍ଟ୍ରୀ ଲିଡରମାନଙ୍କ ସହ ନେଟ୍ୱର୍କ ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ […]