କେନାଲରେ ପଶିଲା କାର । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ…
କୋରାପୁଟ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା କାର । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ୫ ଜଣ ସାଙ୍ଗ ପିକ୍ନିକ୍ କରିବା ପାଇଁ ନୂଆପଡ଼ାରୁ କୋରାପୁଟର ଦେଓମାଳି ଅଭିମୁଖେ ଏକ ସୁଇଫ୍ଟ ଡ଼ିଜାୟର କାର ଯୋଗେ ଯାଉଥିଲେ । ଜୟନ୍ତଗିରି ଜାତୀୟ ରାଜପଥ ୨୬ ନମ୍ବର କେନାଲ ନିକଟରେ ରାସ୍ତାରେ ବଡ଼ ବଡ଼ ଖାଲ ଯୋଗୁଁ ଭାରସାମ୍ୟ ହରାଇ କେନାଲ ଭିତରକୁ ପଶି ଯାଇଥିଲା । ତେବେ କେନାଲରେ ଜଳସ୍ତର କମ୍ ଥିବା […]