ଓଡିଶା

ଅନ୍ଧାର ରାତ୍ରିରେ ଚାଲିଛି ରାସ୍ତା କାମ, ଦୁର୍ନୀତିର ନୂଆ ତରିକା…

ବ୍ୟାପକ ଅନିୟମିତତା ସହ ନିମ୍ନମାନର କାମ, ଅଭିଯୋଗ କଲେ ମିଳୁଛି ଧମକଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ବ୍ୟାପକ ଅନିୟମିତତା ଭିତରେ ଚାଲିଛି ରାସ୍ତାକାମ । କାର୍ଯ୍ୟସ୍ଥଳରେ ରହୁନାହାନ୍ତି ବିଭାଗୀୟ ଅଧିକାରୀ । ସେପଟେ କାମର ସଠିକ ତଦାରଖ ହେଉନଥିବାବେଳେ ସାଧାରଣ ଲୋକଟିଏ ପ୍ରତିବାଦ କଲେ ଦାଦାଗିରି କରି ଲୋକଙ୍କ ମୁହଁକୁ ଚୁପ କରିଦେଉଛି ଠିକା ସଂସ୍ଥା । ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ଢ଼ଳେଇରେ ମିଶାଯାଉଛି କମ୍ପାନୀ ପାଉଁଶ । ଏହାସହ ସିମେଣ୍ଟ ବାଲିର […]

ଓଡିଶା

ରାସ୍ତା ପାଇଁ ଅହୋରାତ୍ର ଆନ୍ଦୋଳନ…

ନୀଳଗିରି, (ଏଫ୍ଟୁଏସ୍/ ସଚିଦାନନ୍ଦ ପାତ୍ର) : ବାଲେଶ୍ୱର ଜିଲା ନୀଳଗିରି ବଉଳଗଡ଼ିଆ ରାସ୍ତା ନିର୍ମାଣ ଓ ଇକୋ ଯୋନ୍ ଉଚ୍ଛେଦ ଦାବି ନେଇ ମିଳିତ କୃଷକ ସଭା ଆନୁକୁଲ୍ୟରେ ବାଉଁଶବଣିଆ ଛକଠାରେ ରାସ୍ତାରୋକ କରାଯାଇଛି । ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ରାସ୍ତାରୋକକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଅକ୍ଷୟ କୁମାର ଆଚାର୍ଯ୍ୟ, ସରପଞ୍ଚ ନିରଞ୍ଜନ ବାରିକ, ବିଜୟ କୁମାର ସ । ଏହି ସମୟରେ […]

ଓଡିଶା

ଭୁଶୁଡି ପଡିଲା ଚିତ୍ରୋତ୍ପଳା କେନାଲ ପୋଲର ଆପ୍ରାଚ ରୋଡ୍ : ଯାତାୟାତ ଠପ୍…

ସାଲେପୁର, (ଏଫ୍ଟୁଏସ୍ / ଅଭୟ ଜେନା) : ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ତଥା କଟକ ସଦର ନିର୍ବାଚନ ମଣ୍ଡଳୀର ଜନାର୍ଦ୍ଦନପୁରଠାରେ ଚିତ୍ରୋତ୍ପଳା ଦକ୍ଷିଣ କେନାଲର ବଢ଼େଇ ସାହି କେନାଲ ସେତୁର ମୁଣ୍ଡ ଆପ୍ରାଚ ରାସ୍ତାରେ ପ୍ରାୟ ୧୫ ଫୁଟ ଓସାର ଗର୍ତ୍ତ ହୋଇଯିବାରୁ ଗ୍ରାମବାସୀ ତଥା ସାଧାରଣ ଲୋକଙ୍କ ଯାତାୟାତ ଏକ ପ୍ରକାରର ଠପ୍ ହୋଇଯାଇଛି । ସୂଚନା ଅନୁସାରେ, ଗତ ସୋମବାର ମଧ୍ୟ ରାତ୍ରରେ ହଠାତ୍ ବିକଟାଳ ଶବ୍ଦକରି ରାସ୍ତା ଭୁଶୁଡି ଯାଇଥିଲା । ପୋଲ […]

ଓଡିଶା

କନ୍ତାମିଲା ଛକ- ଗାବର୍ଦ୍ଧନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର…

୫ ବର୍ଷ ପାଇଁ ରକ୍ଷଣା ବେକ୍ଷଣ ଖର୍ଚ୍ଚ ଥିଲା ୩୧ ଲକ୍ଷ ଟଙ୍କାଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତ ସହିତ ସଂଯୋଗ କରୁଥିବା କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ହିନ୍ଦୋଳ ମାଇଧରପୁର ପୂର୍ତ୍ତ ବିଭାଗୀୟ ରାସ୍ତା ଠାରୁ କନ୍ତାମିଲାକୁ ସଂଯୋଗ କରି ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ୯.୭୦ କିଲୋମିଟର ଦୀର୍ଘ ରାସ୍ତା ନବୀକରଣ ପାଇଁ ୨୦୧୮ ମସିହାରେ ଟେଣ୍ଡର […]

ଓଡିଶା

ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ବିପଦ ସଂକୁଳ…

ସ୍ଥିତି ଅନୁଧ୍ୟାନ କଲେ ବିଧାୟକ, ପୂର୍ତ୍ତ ଓ ଜଳସମ୍ପଦ ଅଧିକାରୀମାହାଙ୍ଗା, (ଏଫ୍ଟୁଏସ୍ / ଅଭୟ ଜେନା) : ବିପଦ ସଂକୁଳ ଅବସ୍ଥାରେ ତ୍ରିବେଣୀଶ୍ୱର ନିକଟ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ । ପାଖାପାଖି ୬୦ ମିଟରରୁ ଉର୍ଦ୍ଧ୍ୱ ମୁଖ୍ୟ କେନାଲ ବନ୍ଧ ହଠାତ୍ ୪ ଫୁଟ ତଳକୁ ଦବି ଯାଇଛି । ଅଳ୍ପ ଦିନ ତଳେ ନିର୍ମିତ ଏହି ପିଚୁରାସ୍ତା ଏବେ ଫାଟି ଆଁ’ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । […]

ଓଡିଶା

ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତା ଏମିତି… ଗ୍ରାମବାସୀ କହିବେ କାହାକୁ ?

ଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଏନ୍ଏସି ଅଧ୍ୟକ୍ଷଙ୍କ ବାଡି ପଛପଟ ରାସ୍ତାର ଅବସ୍ଥା କହିଲେ ନ ସରେ । ଟିକିଏ ବର୍ଷା ହେଲେ ପାଣି କାଦୁଅରେ ପଚପଚ ହୋଇଯାଏ ରାସ୍ତା । ଏହି ରାସ୍ତା ଦେଇ ତିନୋଟି ସାହିର ଲୋକେ ଯାତାୟତ କରନ୍ତି । ମାତ୍ର ଜନପ୍ରତିନିଧିଙ୍କ ଅବହେଳା କାରଣରୁ ଦଶା ଭୋଗୁଛନ୍ତି ଗାଁ ଲୋକ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସିର ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ […]

ଓଡିଶା

ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ରାସ୍ତା ନିର୍ମାଣ…

ଦୀର୍ଘ ୨ ବର୍ଷ ପରେ ବି ସରିପାରୁନି ୭ କିଲୋମିଟର ରାସ୍ତା ସାଲେପୁର : କଟକ ଜିଲ୍ଲା ସାଲେପୁର ଗ୍ରାମ ଉନ୍ନୟନ ଉପଖଣ୍ଡ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କଂକ୍ରିଟ ରାସ୍ତା, କଲଭଟ, ଗାର୍ଡୱାଲ ଏବଂ ପିଚୁ ସଡ଼କ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି l ସବୁଠି ଧର୍ମକୁ ଆଖିଠାର ସଦୃଶ କାର୍ଯ୍ୟ ହେଉଥିବାବେଳ, ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାକୁ ସାଧାରଣରେ ତୀବ୍ର […]

ଓଡିଶା

ପାଣି ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ରାସ୍ତାରୋକ ଓ ଭୋଟ ବର୍ଜନ ଚେତାବନୀ…

ନୂଆପଡ଼ା : ଜଳ ହିଁ ଜୀବନ । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାର ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଏ ନେଇ  କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ପ୍ରତ୍ୟେକ ଅଞ୍ଚଳରେ ବଡ ବଡ ୱାଟର ଟ୍ୟାଙ୍କ ନିର୍ମାଣ ହେବା ସହ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ଷ୍ଟାଣ୍ଡପୋଷ୍ଟ ମଧ୍ୟ ନିର୍ମାଣ ସରିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ […]

ଓଡିଶା

ରାସ୍ତା ସମ୍ପ୍ରସାରଣ ନାଁରେ ବରହମପୁର ତେନ୍ତୁଳିଆ ରାସ୍ତା ପାଲଟିଛି ମରଣଯନ୍ତା…

ନୀଳଗିରି, ୧୧/୧୨ (ସଚିଦାନଁଦ ପାତ୍ର) : ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ଅଧୀନସ୍ଥ ବରହମପୁର ତେନ୍ତୁଳିଆ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମ୍ପ୍ରସାରଣ କରାଯାଉଛି । ଦୀର୍ଘଦିନ ଧରି ରାସ୍ତା ସମ୍ପ୍ରସାରଣ ପାଇଁ ପିଚୁ ପାଖରୁ ଖୋଳି ଦିଆଯାଇଥିବାବେଳେ ଏଠାରେ କାର୍ଯ୍ୟ କରାଯାଉନଥିବା ଯୋଗୁଁ ପ୍ରତ୍ୟହ କେହି ନା କେହି ଖାଲରେ ପଡି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି । ଗାତ ଖୋଳି ଦେଇ ଚମ୍ପଟ ମାରିଲା […]

ଓଡିଶା

ମରଣଯନ୍ତା ପାଲଟିଛି ପୁରୁଣା କଟକ ସମ୍ବଲପୁର ରାସ୍ତା…

ହିନ୍ଦୋଳ, ୧୮/୧୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଏନ୍ଏଚ -୪୨ ରାସ୍ତା ନିର୍ମାଣରେ ଅବହେଳା ଓ ମନ୍ଥର ଗତିରେ ନିର୍ମାଣ ହେତୁ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବହୁ ସଂଖ୍ୟାରେ ଯାନବାହାନ ଯାତାୟାତ କରୁଛି । ଯାହା ଫଳରେ ରାସ୍ତା ଯାମ୍ ହେବା ସହ ଏହି ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣାରେ ଜୀବନ ହରାଉଛନ୍ତି ସାଧାରଣ ଲୋକ । ଖବରରୁ ପ୍ରକାଶ ଯେ, ଗତ ନଭେମ୍ବର […]