ଓଡିଶା

୧୯ ରେ ଆନ୍ଦୋଳନ କରିବେ ଚାଷୀ

ବେଗୁନିଆପଡା (ବାପୁନି କୁମାର ମାଲୁ): ୧୮ ତାରିଖ ଭିତରେ ଧାନ ନ ଉଠିଲେ ୧୯ ତାରିଖରେ ବ୍ଲକ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ଦେବେ ଚାଷୀ । ଚାଷୀଟିଏ ଝାଳବୁହାଇ ସୁନାର ଫସଲ ଅମଳ କରେ । ଆଉ ତାକୁ ବିକି ଯାହା ଦୁଇ ପଇସା ରୋଜଗାର କରେ ସେଥିରେ ତାର ପରିବାର ଚଳେ । ସରକାର ଚାଷୀଙ୍କ ଏହି କଷ୍ଟକୁ ଲାଘବ କରିବା ଲାଗି ଧାନ ମଣ୍ଡିର ବ୍ୟବସ୍ଥା କରିଛନ୍ତି । ଯଦ୍ବାରା ଚାଷୀ […]