ସାମ୍ବାଦିକ ରତ୍ନାକର ବାରିକଙ୍କୁ ଆକ୍ରମଣ ଘଟଣାରେ ନିରପେକ୍ଷ ତଦନ୍ତ ଦାବିରେ ନେମାଳ ଥାନା ଘେରାଉ
କଟକ ଜିଲ୍ଲା ନେମାଳ ଥାନା ପୋଲିସ ଓ ବାଲି ମାଫିଆଙ୍କ ଅସାଧୁ ମେଣ୍ଟ ଯୋଗୁଁ ଜଣେ ବରିଷ୍ଠ ସାମ୍ବାଦିକ ମରଣାନ୍ତକ ଆକ୍ରମଣର ଶିକାର ହେଲେ । ଆହତ ସାମ୍ବାଦିକ ରତ୍ନାକର ବାରିକଙ୍କୁ କଟକ ଏସସିବିରେ ଭର୍ତ୍ତି ହେବାକୁ ପଡିଲା । ତେବେ ମୁଖ୍ୟ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଇନି ଏବଂ ପୀଡ଼ିତଙ୍କ ବିରୁଦ୍ଧରେ ପୋଲିସର ମିଥ୍ୟା ମାମଲା ରୁଜୁ ଘଟଣାକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ସାମ୍ବାଦିକ ଆଜି ଅଚ୍ୟୁତାନନ୍ଦଙ୍କ ପବିତ୍ର […]