ଓଡିଶା

ଚାଉଳ ସହ ଗହମ ପାଇବେ ରାସନ ହିତାଧିକାରୀ…

ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ମୁଣ୍ଡପିଛା ମାସକୁ ୪ କିଲୋ ଚାଉଳ ଏବଂ ୧ କିଲୋ ଗହମ ମିଳିବା ନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଲୋକଙ୍କର ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବି ରଖାଯାଇଛି । ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ମିଳିବ । ଗତ ବିଜେଡି ସରକାର ୨୦୨୦-୨୧ ମସିହାରୁ ରାଜ୍ୟରେ […]

ଓଡିଶା

ରେସନ କାର୍ଡରେ ଚାଲିଛି କଟନୀ ଛଟନୀ, ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ…

ଢେଙ୍କାନାଳ, ୧୦/୧ (ସୁଜିତ୍ କୁମାର ବେହରା) : ଯୋଗାଣ ବିଭାଗର ରେସନ ଦୁର୍ନୀତି ନେଇ ଆସିଲା ଅଭିଯୋଗ । ଯୋଗାଣ ବିଭାଗର ଡିଲରଙ୍କ କଟନୀ ଛଟନୀ ଏବଂ ମନମୁଖି କାର୍ଯ୍ୟ ଓ ଦୁର୍ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଖାଉଟି । ପ୍ରତି ୫କେଜି ପିଛା କଟାଯାଉଛି ୨୦୦ ଗ୍ରାମ ଚାଉଳ । ଖାଉଟି ଅଭିଯୋଗ କଲେ ସରକାରୀ ନିୟମ କହି ଜନସାଧରଣଙ୍କୁ ଭୁଆଁ ବୁଲାଉଛି ସ୍ଥାନୀୟ ଡିଲର ମହାଶୟ । ପ୍ରତିଟି ଗରିବ ପରିବାରକୁ କ୍ଷୁଧା […]