CCTV ଉପରେ ନଜର ରଖିବ କିଏ ? ଖତ ଖାଇବାକୁ ବସିଛି ଲକ୍ଷାଧିକ ଟଙ୍କାର ସିସିଟିଭି…
କୋରାପୁଟ : ନଜର ରଖିବା ଯନ୍ତ୍ର ଏବେ ନଜର ଆଢୁଆଳରେ । ଅଚଳ ହୋଇ ପଡିରହିଛି ସହରରେ ଲାଗିଥିବା CCTV କ୍ୟାମେରା । ରକ୍ଷଣାବେକ୍ଷଣା ଅଭାବରୁ ସିସି କ୍ୟାମେରା ଅଚଳ ହୋଇପଡିଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ଅପରାଧୀ । କୋରାପୁଟ ଜିଲ୍ଲାର ବିଭିନ୍ନ ସହରରେ ଅପରାଧିକ ଘଟଣା ଉପରେ ନଜର ରଖି ତା’ ଉପରେ ଅଙ୍କୁଶ ଲଗେଇବା ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଲଗାଯାଇଥିଲା CCTV କ୍ୟାମେରା । ଏହା ଅପରାଧ […]