ଭୁବନେଶ୍ୱରରେ ଉପଲବ୍ଧ ହଲିଉଡ ଫେସିଆଲ, ଖୋଲିଲା ରେନବୋ ସେଲୁନ…
ମଗଣା ଅଫର୍ ଦେଉଛି ରେନବୋ…ଭୁବନେଶ୍ୱର, ୨୪/୦୬ : କମ୍ ଖର୍ଚ୍ଚରେ ଅନ୍ତର୍ଜାତୀୟସ୍ତରର ରୂପଚର୍ଯ୍ୟା । ଦିଲ୍ଲୀ, ମୁମ୍ୱାଇ ଭଳି ସହରରେ ମିଳୁଥିବା ରୂପଚର୍ଯ୍ୟା ଏବେ ଭୁବନେଶ୍ୱରରେ ଉପଲବ୍ଧ । ଉତ୍ତମ ଗୁଣବତ୍ତା ସହ ଅତ୍ୟାଧୁନିକ ଇକ୍ୱିପମେଣ୍ଟ ସାହାଯ୍ୟରେ ଯୁବକ ଯୁବତୀମାନଙ୍କୁ ମିଳିବ ହଲିଉଡ ଫେସିଆଲ । ସମସ୍ତ ରୂପଚର୍ଯ୍ୟା ଗୋଟିଏ ଛାତ ତଳେ ଉପଲବ୍ଧ ହେବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବାପୁଜୀ ନଗରସ୍ଥିତ ଶିଶୁ ଭବନଠାରେ ଖୋଲିଛି ରେନବୋ ଲଗଜୁରୀ ୟୁନିସେକ୍ସ ସେଲୁନ । […]