ଓଡିଶା ଟ୍ରେଣ୍ଟିଂ ଦେଶ ବିଦେଶ

ଦେଶରେ ଲାଗୁ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ…

‘ୱାନ୍ ନେସନ୍, ୱାନ ଇଲେକ୍ସନ୍’ ଅବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ । ଏହି କମିଟି ପ୍ରସଙ୍ଗ ସମ୍ପର୍କିତ ସମସ୍ତ ଦିଗକୁ ପରଖି ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବେ । ସରକାର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ସମୟରେ ଏକକ ନିର୍ବାଚନ ନେଇ ଆସିପାରେ ବିଲ୍ । […]