ରାମ ଲିଙ୍ଗେଶ୍ୱର ସମବାୟ ସମିତି ପକ୍ଷରୁ ଖରିଫ ଧାନକ୍ରୟ ପାଇଁ ଚାଷୀ ପଞ୍ଜିକୃତ…
ଗଜପତି, (ଏଫ୍ଟୁଏସ୍) ୧୬/୦୭ : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡିରେ ଥିବା ରାମ ଲିଙ୍ଗେଶ୍ୱର ସମବାୟ ସମିତି ପକ୍ଷରୁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକୃତ ଆରମ୍ଭ ହୋଇଯାଇଛି । ଚାଷୀ ପଞ୍ଜିକୃତ ୧୫ ଜୁଲାଇରୁ ଆରମ୍ଭ ହୋଇ ୧୬ ଅଗଷ୍ଟ ମଧ୍ୟରେ ରାମ ଲିଙ୍ଗେଶ୍ୱର ସମିତିରେ ଆବେଦନ କରିପାରିବେ । ଚାଷୀ ପଞ୍ଜିକରଣ ନିମନ୍ତେ ନିଜର ଆବଶ୍ୟକ କାଗଜପତ୍ର ଯଥା ବ୍ୟାଙ୍କ ପାସ ବୁକର ପ୍ରଥମ ପୃଷ୍ଠାର […]