ବିଜେଡିରୁ ସୁଜିତଙ୍କ ଇସ୍ତଫା । ରାଜ୍ୟସଭାରେ ବିଜେଡିର ସଦସ୍ୟ ସଂଖ୍ୟା ଏବେ ୭…
ବ୍ୟୁରୋ ରିପୋର୍ଟ : ପୁଣିଥରେ ବିଜେଡିକୁ ଲାଗିଲା ଶକ୍ତ ଝଟକା । ଉଭୟ ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ଏହାସହ ବିଜେଡି ଛାଡ଼ିବାର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତରେ ପଦ୍ମ ଧରିଛନ୍ତି ସୁଜିତ କୁମାର । ଦଳରେ ସୁଜିତଙ୍କୁ ଅନାଦର କରାଯାଉଥିବା […]