ଓଡିଶା ଟ୍ରେଣ୍ଟିଂ

ରାଜା ପରେ ରାଜକୁମାର ହେଲେ ଉତ୍ତରାଧିକାରୀ: ଧାମନଗର ମୁକୁଟରେ ସୂରଜଙ୍କ ନାମ

ଧାମନଗରକୁ ମିଳିଲା ତାର ନୂଆ ଉତ୍ତରାଧିକାରୀ । ଦୀର୍ଘ ୧୪ ବର୍ଷର ଉପନିର୍ବାଚନୀ ଟ୍ରେଣ୍ଡକୁ ପରିବର୍ତ୍ତନ କରିଛି ବିଜେପି । ଧାମନଗର ଉପନିର୍ବାଚନରେ ବିପୁଳ ବହୁମତରେ ବିଜୟ ଲାଭ କରିଛନ୍ତି ବିଜେପି ପ୍ରାର୍ଥୀ ସୂରଜ ସୂର୍ୟ୍ୟବଂଶୀ । ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କୁ ସେ ୯,୭୪୨ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ଅନ୍ତେ ସେ ଧାମନଗର ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ତେବେ ଚଳିତ ଥର […]

ଓଡିଶା ଟ୍ରେଣ୍ଟିଂ

ତ୍ରୁଟି କରିଦେଲା କି ବିଜେଡି: ୧୭ତମ ରାଉଣ୍ଡ ଗଣତି ଶେଷ

ଧାମନଗର: ସରିଲା ୧୭ତମ ରାଉଣ୍ଡ । ବାକି ରହିଲା ଔପଚାରିକତା ଘୋଷଣା । କାରଣ ବହୁମତରେ ବିଜୟ ହାସଲ କରିଲାଣି ବିଜେପି । ତେବେ ୧୭ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୮୮୨୫ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ୭୫,୨୩୯ ଖଣ୍ଡ ଭୋଟ ହାତେଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୬୬,୪୧୪ ଖଣ୍ଡ ଭୋଟ୍ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା […]

ଓଡିଶା ଟ୍ରେଣ୍ଟିଂ

୧୬ତମ ରାଉଣ୍ଡ ଗଣତି ଶେଷ: ୭୯୭୨ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେପି

ଧାମନଗର: ଧାମନଗର ଉପନିର୍ବାଚନରେ ୧୬ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୭୯୭୨ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ୭୦,୯୪୬ ଖଣ୍ଡ ଭୋଟ ହାତେଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୬୨,୯୭୪ ଖଣ୍ଡ ଭୋଟ୍ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୩,୦୧୯ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ୭,୫୭୭ ଖଣ୍ଡ ଭୋଟରେ ଆଗୁଆ […]

ଓଡିଶା ଟ୍ରେଣ୍ଟିଂ

୭୬୬୨ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେପି: ୧୫ତମ ରାଉଣ୍ଡ ଗଣତି ଶେଷ

ଧାମନଗର: ବିଜେଡି ସହିତ ରାଜୁଙ୍କ ବିଭାଜନ, ବିଜେପି ପାଇଁ ସୃଷ୍ଟି କରିଛି ସୁବର୍ଣ୍ଣ ସୁଯୋଗ । ଧାମନଗର ଉପନିର୍ବାଚନରେ ୧୫ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୭୬୬୨ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ୬୭,୦୫୫ ଖଣ୍ଡ ଭୋଟ ହାତେଇଥିବାବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୫୯,୩୯୩ ଖଣ୍ଡ ଭୋଟ୍ । ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୨,୯୧୪ ଖଣ୍ଡ […]

ଓଡିଶା ଟ୍ରେଣ୍ଟିଂ

ଧାମନଗରରେ ବଢୁଛି ବିଜେପିର ଜନାଦର: ଫେଲ୍ ମାରିଛି ବିଜେଡିର ଓଭର-କନଫିଡେନ୍ସ । ୧୪ତମ ରାଉଣ୍ଡ ଗଣତି ଶେଷ

ଧାମନଗର: ଧାମନଗର ଉପନିର୍ବାଚନରେ ବଢୁଛି ବିଜେପିର ଜନାଦର । ୧୪ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୭୬୬୧ ଖଣ୍ଡ ଭୋଟରେ ଆଗୁଆ ଥିବା ସୂଚନା । ବିଜେଡିକୁ ମହଙ୍ଗା ପଡିଛି ଅନଭିଜ୍ଞ ପ୍ରାର୍ଥୀ ଚୟନ ପ୍ରକ୍ରିୟା । ଫେଲ୍ ମାରିଛି ବିଜେଡିର ଓଭର-କନଫିଡେନ୍ସ । ଟ୍ରେଣ୍ଡ ଅନୁଯାୟୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ୬୩,୦୩୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୫୫,୩୭୦ […]

ଓଡିଶା ଟ୍ରେଣ୍ଟିଂ

ତ୍ରୟୋଦଶ ରାଉଣ୍ଡ ଗଣତି ଶେଷ: ବାଜିମାତ୍ କରୁଛି ବିଜେପି

ଧାମନଗର: ବଢିବାରେ ଲାଗିଛି ବିଜେଡି-ବିଜେପି ମଧ୍ୟରେ ବ୍ୟବଧାନ । ଧାମନଗର ଉପନିର୍ବାଚନରେ ନୂଆ ଟ୍ରେଣ୍ଡ ସୃଷ୍ଟି କରୁଛି ବିଜେପି । ତ୍ରୟୋଦଶ ରାଉଣ୍ଡ ଗଣତି ଶେଷ ହୋଇଛି । ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୬୭୫୫ ଭୋଟରେ ଆଗୁଆ ଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ୫୮ହଜାର ୩୩୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ […]

ଓଡିଶା ଟ୍ରେଣ୍ଟିଂ

ଦ୍ବାଦଶ ରାଉଣ୍ଡ ଗଣତି ଶେଷ: ବାଜିମାତ୍ କରୁଛି ବିଜେପି

ଧାମନଗର: ଧାମନଗର ଉପନିର୍ବାଚନରେ ଆଜି ଭୋଟ୍ ଗଣତି ଚାଲିଛି । ଏଯାବତ୍ ୧୨ ରାଉଣ୍ଡ ଗଣତି ଶେଷ ହୋଇଛି । ଏହି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୬୨୧୪ ଭୋଟରେ ଆଗୁଆ ଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ସୂରଜ ସୂର୍ଯ୍ୟବଂଶୀଙ୍କୁ ୫୪ହଜାର ୫୭୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୪୮ହଜାର ୩୫୮ ଖଣ୍ଡ ଭୋଟ, […]

ଓଡିଶା କ୍ରୀଡା

ଏକାଦଶ ରାଉଣ୍ଡ ଗଣତି ଶେଷ: ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର

ଧାମନଗର: ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର । ଅଷ୍ଟମ ରାଉଣ୍ଡ ପରଠାରୁ ଧୀରେ ଧୀରେ କମିବାରେ ଲାଗିଛି ଭୋଟ ବ୍ୟବଧାନ । ତେବେ ଏକାଦଶ ରାଉଣ୍ଡରେ ପୁଣି ସ୍ଥିତି ବଦଳୁଛି । ବିଜେପି ଆଗୁଆ ରହିଥିବା ଦେଖିବାକୁ ମିଳୁଛି । ଏକାଦଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୫୩୧୦ ଭୋଟରେ ଆଗୁଆ ଥିବା ସୂଚନା । ଏକାଦଶ ରାଉଣ୍ଡରେ ବିଜେପିକୁ ୪୪୭୩, ବିଜେଡିକୁ ୪୦୦୮, […]

ଓଡିଶା ଟ୍ରେଣ୍ଟିଂ

ଦଶମ ରାଉଣ୍ଡ ଗଣତି ଶେଷ: ବିଜେପି କାର୍ଯ୍ୟାଳୟରେ ଝାଞ୍ଜ ସଂକୀର୍ତ୍ତନ

ଧାମନଗର: ଟ୍ରେଣ୍ଡରେ ବିଜେପି ଆଗରେ । ଏହାକୁ ନେଇ ଧାମନଗର ବିଜେପି କାର୍ଯ୍ୟାଳୟରେ ଖୁସିର ମାହୋଲ । ଝାଞ୍ଜ ସଂକୀର୍ତ୍ତନ ମାଧ୍ୟମରେ ଉତ୍ସବ ପାଳନ କରୁଛନ୍ତି ବିଜେପି କର୍ମୀ । ଦଶମ ରାଉଣ୍ଡ ଗଣିତ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୪୮୪୫ ଭୋଟରେ ଆଗୁଆ ଥିବା ସୂଚନା । ବର୍ତ୍ତମାନ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀଙ୍କୁ ୪୫ହଜାର ୩୨୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ […]

ଓଡିଶା ଟ୍ରେଣ୍ଟିଂ

ନବମ ରାଉଣ୍ଡ ଗଣତି ଶେଷ: ଟ୍ରେଣ୍ଡରେ ବିଜେପି, ପଛରେ ବିଜେଡି

ଧାମନଗର: ନବମ ରାଉଣ୍ଡ ଗଣିତ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅବନ୍ତୀ ଦାସଙ୍କଠାରୁ ୫୨୬୫ ଭୋଟରେ ଆଗୁଆ ଥିବା ସୂଚନା । ବିଷ୍ଣୁ ସେଠୀଙ୍କୁ ଧାମନଗରବାସୀ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବୋଲି କର୍ମୀଙ୍କ ମହଲରେ ଚର୍ଚ୍ଚା । ବିଜେପି ଶିବିରରେ ବାଣ ଫୁଟାଇ ଉତ୍ସବ ପାଳୁଛନ୍ତି ବିଜେପି କର୍ମୀ ଓ ସମର୍ଥକ । ଟ୍ରେଣ୍ଡ ଅନୁସାରେ ସୂରଜ ସୂର୍ଯ୍ୟବଂଶୀଙ୍କୁ ୪୧ହଜାର ୦୮୯ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ […]