ଓଡିଶା

ଓଏଏସ୍ ପରୀକ୍ଷାରେ ତିନିଥର ଫେଲ୍ ହେବାପରେ ଶେଷରେ ସଫଳ ହେଲେ ରାଜେନ୍ଦ୍ର

ଦୃଢ ଇଚ୍ଛା ଶକ୍ତି ହିଁ ପରୀକ୍ଷାରେ କରିଛି ସଫଳ । ତିନି ତିନି ଥର ପରୀକ୍ଷା ଦେଇ ସେ ଅକୃତକାର୍ଯ୍ୟ ହୋଇଥିଲେ । ମାତ୍ର ତାଙ୍କର ଦୃଢ ଇଚ୍ଛା ଶେଷରେ ତାଙ୍କୁ ସଫଳତାର ସ୍ବାଦ ଚଖାଇଛି । ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପି. ନୂଆଗାଁର ରାଜେନ୍ଦ୍ର ଜେନା 118 ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି । ବାରମ୍ବାର ଅକୃତକାର୍ଯ୍ୟ ହେବା ପରେ ଧର୍ଯ୍ୟହରା ନ ହୋଇ ବରଂ ଏହାର କାରଣ […]