ଚିରନିଦ୍ରାରେ ପଦ୍ମଶ୍ରୀ ରଜତ କର, ରାଜ୍ୟବ୍ୟାପୀ ଶୋକ
ଚିର ନିଦ୍ରାରେ ପଦ୍ମଶ୍ରୀ ରଜତ କର । ଓଡ଼ିଆ ସାହିତ୍ୟ, ଜଗନ୍ନାଥ ସଂସ୍କୃତି, ଉପେନ୍ଦ୍ର ଭଞ୍ଜଙ୍କ କୃତୀ ଓ କୀର୍ତ୍ତିକୁ ନେଇ ଜୀବନବ୍ୟାପୀ ସାଧନା କରିଆସିଥିବା ପଦ୍ମଶ୍ରୀ ଡକ୍ଟର ରଜତ କର ଆଉ ନାହାନ୍ତି । ମାହାଙ୍ଗା ଥାନା ଶ୍ରୀକୃଷ୍ଣପୁର ପଞ୍ଚାୟତ ରାମଚନ୍ଦ୍ରପୁର (ଚାୟାଁପାଳ)ଭଳି ଏକ ପଲ୍ଲୀରେ ରଜତ କରଙ୍କ ଜନ୍ମ । ପିତା କୁଳମଣି କରଙ୍କ ସୁପୁତ୍ର ରଜତ କର କେବଳ ମାହାଙ୍ଗା ନୁହେଁ ଓଡିଶା ଏବଂ ଓଡିଶା ବାହାରେ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ […]