ଓଡିଶା ବ୍ୟବସାୟ

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପକ୍ଷରୁ ଏକ ଆର୍ଟିଷ୍ଟିକ ଜୁଏଲରୀ ଶୋ ଅନୁଷ୍ଠିତ

ଭୁବନେଶ୍ବର : ଚନ୍ଦ୍ରଶେଖରପୁରସ୍ଥିତ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପକ୍ଷରୁ ଏକ ଆର୍ଟିଷ୍ଟିକ ଜୁଏଲରୀ ଶୋ ଅନୁଷ୍ଠିତ ହୋଇଛି । ଏହି ସ୍ବତନ୍ତ୍ର ପ୍ରଦର୍ଶନୀରେ ସୁନା ଓ ହୀରା ସମେତ ଅନ୍ୟାନ୍ୟ ମୂଲ୍ୟବାନ ପଥର ଖଚିତ ଅଳଙ୍କାର ପ୍ରଦର୍ଶନ କରାଯାଇଛି । ଡ୍ୟାନ୍ସିଂ ସୁପରଷ୍ଟାର ଏବଂ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ-୩ ର ବିଜେତା ରାଜସ୍ମିତା କର ଏହି ପ୍ରଦର୍ଶନୀକୁ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ପରିଚାଳନା ଟିମଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ମାଲାବାର ଗୋଲ୍ଡ […]