ବିଲୁଆଖାଇ ନଦୀପଠାରେ ପାଳିତ ହେଉଛି ରଜ ଉତ୍ସବ
ଜଗତସିଂହପୁର : ରାଜ୍ୟର ଗଣପର୍ବ ରଜକୁ ନେଇ ଚାରିଆଡେ ଉତ୍ସବ ମୁଖର । ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ମୁଣ୍ଡିଲୋସ୍ଥିତ ବିଲୁଆଖାଇ ନଦୀପଠାରେ ପାଳିତ ହେଉଛି ରଜ ଉତ୍ସବ । ଯୁବ ଉଦ୍ୟୋଗୀ ଶେଷଦେବ ନନ୍ଦଙ୍କ ଆୟୋଜନାରେ ପ୍ରସ୍ତୁତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ଅକ୍ଷୟ ମହାନ୍ତି ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ରଜ ଓଡ଼ିଶାର ଏକ ପାରମ୍ପରିକ କୃଷି ଭିତ୍ତିକ ପର୍ବ । ଗ୍ରୀଷ୍ମ ଓ ବର୍ଷା ଋତୁର ସଂଧିକ୍ଷଣରେ ଭିଜା […]