ଓଡିଶା

ଏକତା ଏବଂ ମୈତ୍ରୀର ପର୍ବ ରଜ ମହୋତ୍ସବ ଉଦଯାପିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ବାଇଶିମୌଜା ସ୍ଥିତ ମଇନ୍ଦିପୁରରେ ଜନାର୍ଦ୍ଦନ ଶିଶୁ ଉଦ୍ୟାନ ଓ ପାଠାଗାର ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶ୍ରୀକୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା, ସ୍ଥାନୀୟ ତହସିଲଦାର ପ୍ରମୁଖ ଯୋଗ ଦେଇ ଆମ ସଂସ୍କୃତି ଓ ପରମ୍ପରା ସହିତ ଜଡିତ […]

ଓଡିଶା

ସ୍ଵତନ୍ତ୍ର ଢଙ୍ଗରେ ରଜ ମଉଜ ପାଳିବ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ

ଭୁବନେଶ୍ବର : ଆଉ ଦିନ କେଇଟା ପରେ ରାଜ୍ୟରେ ଜମିବ ଦୋଳିର ଅସାର । ଧୁମଧାମରେ ପାଳନ କରାଯିବ ଓଡ଼ିଶାର ଗଣପର୍ବ ରଜ ମଉଜ । ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ ଏହି ଗଣପର୍ବ । ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୧୩ ତାରିଖରୁ ଚାରିଦିନ ବ୍ୟାପି ଏହି […]