ଓଡିଶା କଳା ସଂସ୍କୃତି

ରବିନ୍ଦ୍ର ମଣ୍ଡପରେ ଏକାଦଶ ରଜ ପ୍ରତିଭା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ରବିନ୍ଦ୍ର ମଣ୍ଡପରେ ଏକାଦଶ ରଜ ପ୍ରତିଭା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଉତ୍ସବର ପ୍ରଥମ ଅଧିବେଶନରେ ନୃତ୍ୟଗୁରୁ ଗଜେନ୍ଦ୍ର ପଣ୍ଡା, ସଭାପତି ମୟୂର ଆର୍ଟ ସେଣ୍ଟରର ପ୍ରଦୀପ ମିଶ୍ର, ମହିଳା ଉଦ୍ୟୋଗୀ ଶୁଶ୍ରୀ ସୋନାଲୀ ଶତପଥୀ, ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଞ୍ଜନ ଦାଶ, ଉପ ସଭାପତି ବଙ୍କିମ ଚନ୍ଦ୍ର ନାୟକ, ସଂପାଦିକା ଗୁରୁ ପ୍ରତିଭା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଓଡିଶାର ବିଭିନ୍ନ ସ୍ଥାନରୁ […]

ଓଡିଶା ମନୋରଞ୍ଜନ

ରଜ ସମ୍ଭାର… ଅସୀମାଙ୍କ ଗୀତରେ ଦୁଲୁକିବ ଧଉଳି ପାଦଦେଶ

ଭୁବନେଶ୍ବର : ଚଳିତଥର ରଜରେ କମ୍ପିବ ଧଉଳି ପାଦଦେଶ । ରଜ ମହୋତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଚଳିତ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୩ ଦିନ ଧରି ଧୁମଧାମରେ ସହ ଧଉଳି ପାଦଦେଶରେ ପାଳନ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ । ଏହି […]