ଓଡିଶା

୬ ଥର ରେଳ ଗଡିଲେ ବି ଯାତ୍ରୀ ସଂଖ୍ୟାରେ ଉନ୍ନତି ହେବ ନାହିଁ: ଯୁବନେତା…

ନୀଳଗିରି, ୧୮/୧ (ସଚିଦାନଁଦ ପାତ୍ର) : ବାଲେଶ୍ୱର-ଗୋପିନାଥପୁର-ବାଲେଶ୍ୱର ଟ୍ରେନ ଦିନକପ ୬ ଥର ଯିବାଆସିବା କଲେ ସୁଦ୍ଧା ଯାତ୍ରୀ ସଂଖ୍ୟାରେ ବୃଦ୍ଧି ହେବ ନାହିଁ । ଏଭଳି କିଛି ଦାବି ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଯୁବ ନେତା ଚନ୍ଦ୍ରଶେଖର ନନ୍ଦ । ଏହାସହ ଗୋପିନାଥପୁର ନୀଳଗିରିରେ ଏକ ରିଜର୍ଭେସନ୍ କାଉଣ୍ଟର ଖୋଲାଯିବା ସହିତ ଗୋପିନାଥପୁର ନୀଳଗିରି ଷ୍ଟେସନରୁ ହାୱଡା ଭାୟା ବାଲେଶ୍ୱର ଏବଂ ଗୋପିନାଥପୁର ନୀଳଗିରିରୁ ପୁରୀ ଭାୟା ବାଲେଶ୍ୱର ରେଳ […]

ଓଡିଶା

ତେଜିଲେ ରେଳ କର୍ମଚାରୀ । ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଧାରଣା ଦେଲେ ପୂର୍ବତଟ ଭାରତୀୟ ରେଳ ଶ୍ରମିକ ସଂଘର ଶତାଧିକ କର୍ମୀ…

ଭୁବନେଶ୍ବର : ପୂର୍ବତଟ ଭାରତୀୟ ରେଳ ଶ୍ରମିକ ସଂଘ ପକ୍ଷରୁ ଧାରଣା ଦେଲେ ଶତାଧିକ ରେଳ କର୍ମଚାରୀ । ମଞ୍ଚେଶ୍ୱର ରେଳ ୱାର୍କ ସପ୍ ସମ୍ମୁଖରେ ରେଳ କର୍ମଚାରୀଙ୍କ ବିଭିନ୍ନ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛି ସଂଘ । ଖାଲିଥିବା ପଦବୀ ପୂରଣ କରିବା, ନୂତନ ଆବାସ ନିର୍ମାଣ, ରେଲୱେରେ ମାନ୍ୟତା ପାଇଁ ନିର୍ବାଚନ କରାଇବା, ସ୍ଥାନାନ୍ତରଣ ନୀତିକୁ ପାଳନ କରାଇବା, କର୍ମଚାରୀ ବିରୋଧୀ ବିଭିନ୍ନ ବିଷୟ ତଥା ୨୩ ଟି ଦାବି […]

ଓଡିଶା

ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ଗତ ୯ ବର୍ଷରେ ଓଡ଼ିଶାରେ ରେଳର ବିକାଶ ହେଇଛି କହିଲେ ମୋଦି ।

ଓଡିଶାରୁ ପ୍ରଥମ ଥର ପାଇଁ ପୁରୀରୁ ହାୱଡ଼ା ଅଭିମୁଖେ ଗଡିଛି ବନ୍ଦେ ଭାରତ ଏକ୍ସପ୍ରେସ । ନୂଆଦିଲ୍ଲୀରୁ ଭର୍ଚୁଆଲରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଓଡ଼ିଶାରେ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ପୁରୀ ଷ୍ଟେସନରେ ରାଜ୍ୟପାଳ ଗଣେଶୀ ଲାଲ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭର୍ଚୁଆଲ ମୋଡରେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ […]

ଓଡିଶା

ନଭେମ୍ବରରେ ହେବ ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ବାର୍ଷିକ ଉତ୍ସବ । ଯୋଗ ଦେବେ ୨୦ ହଜାରରୁ ଉର୍ଦ୍ଧ୍ବ ରେଳ କର୍ମଚାରୀ

ଚଳିତ ବର୍ଷ ନଭେମ୍ବର ୨୯ ଏବଂ ୩୦ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ୯୮ତମ ବାର୍ଷିକ ଉତ୍ସବ । ଏଥିରେ ସାରା ଭାରତ ବର୍ଷରୁ ଯୋଗ ଦେବେ ୨୦ ହଜାରରୁ ଉର୍ଦ୍ଧ୍ବ ରେଳ କର୍ମଚାରୀ । ଏହାସହ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏତଦ୍ ବ୍ୟତୀତ ରେଳ ମନ୍ତ୍ରାଳୟର ସିଇଓ, ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ୍, ଲଣ୍ଡନର ସାଧାରଣ ସମ୍ପାଦକ […]