ନଭେମ୍ବରରେ ହେବ ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ବାର୍ଷିକ ଉତ୍ସବ । ଯୋଗ ଦେବେ ୨୦ ହଜାରରୁ ଉର୍ଦ୍ଧ୍ବ ରେଳ କର୍ମଚାରୀ
ଚଳିତ ବର୍ଷ ନଭେମ୍ବର ୨୯ ଏବଂ ୩୦ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ଅଲ୍ ଇଣ୍ଡିଆ ରେଲୱେମେନ୍ସ ଫେଡେରେସନର ୯୮ତମ ବାର୍ଷିକ ଉତ୍ସବ । ଏଥିରେ ସାରା ଭାରତ ବର୍ଷରୁ ଯୋଗ ଦେବେ ୨୦ ହଜାରରୁ ଉର୍ଦ୍ଧ୍ବ ରେଳ କର୍ମଚାରୀ । ଏହାସହ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏତଦ୍ ବ୍ୟତୀତ ରେଳ ମନ୍ତ୍ରାଳୟର ସିଇଓ, ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ୍, ଲଣ୍ଡନର ସାଧାରଣ ସମ୍ପାଦକ […]