ଦେଶ ବିଦେଶ

ଇତିହାସ ରଚିଲେ ଓମ୍ ବିର୍ଲା…

ଦ୍ୱିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ୧୮ଦଶ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଛନ୍ତି ଓମ୍‌ ବିର୍ଲା । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଓମ୍ ବିର୍ଲାଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ରାହୁଲ ଗାନ୍ଧୀ କହିଛନ୍ତି, ଇଣ୍ଡିଆ ମେଣ୍ଟ ଓ ବିରୋଧୀ ଦଳ ତରଫରୁ ମୁଁ ଶୁଭେଚ୍ଛା ଜଣାଇଛି । ଏହି ସଦନ ଭାରତର ଲୋକଙ୍କ ସ୍ୱରକୁ ପ୍ରତିନିଧିତ୍ୱ କରୁଛି ଏବଂ ଆପଣ ସେହି […]

ଓଡିଶା

ଓଡିଶାରେ ଆଜି ପ୍ରଚାର କରିବେ ଶାହା, ନଡ୍ଡା ଏବଂ ରାହୁଲ…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ବିଜେପିର ପ୍ରମୁଖ ନେତା ଗ୍ୟାରେଣ୍ଟି ଦେଉଥିବା ବେଳେ ଦଳର ପ୍ରମୁଖ ନେତାଙ୍କ ତୁହାକୁ ତୁହା ନିର୍ବାଚନୀ ପ୍ରଚାର ରାଜନୈତିକ ଉଷ୍ମତାକୁ ବୃଦ୍ଧି କରିଛି । ଏହି ପରିପ୍ରେକ୍ଷୀରେ ଆଜି  ନିର୍ବାଚନ ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ବିଜେପି ରାଷ୍ଟ୍ରୀୟ […]

ଓଡିଶା

କଂଗ୍ରେସ କ୍ଷମତାକୁ ଆସିଲେ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବ: ରାହୁଲ ଗାନ୍ଧି…

ସାଲେପୁର, ୨୯/୪ : ଓଡିଶାକୁ ନିର୍ବାଚନୀ ପ୍ରଚାରରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସାଲେପୁର ଓ ମାହାଙ୍ଗାରେ ପ୍ରଥମେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରେ ରାହୁଲ ପହଂଚି କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରୁ ଆସି କୁଳିଆ ଆରଏମ୍ସି ପଡିଆରେ ରାହୁଲ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ । ନ୍ୟାୟ ଯାତ୍ରାରେ ଯୋଗଦେଇ ଓଡ଼ିଶାରେ ଶାସନ ପରିବର୍ତ୍ତନ ପାଇଁ ସେ ଆହ୍ୱାନ ଦେଇଥିଲେ । କଂଗ୍ରେସ […]

ଦେଶ ବିଦେଶ

୫ଟି ପ୍ରତିଶ୍ରୁତି ବଳରେ କର୍ଣ୍ଣାଟକ ହାତେଇଛି କଂଗ୍ରେସ

ଦୀର୍ଘଦିନ ପରେ କର୍ଣ୍ଣାଟକରେ କଂଗ୍ରେସ ଗଢିବାକୁ ଯାଉଛି ସରକାର । କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳରେ ଏଥରେ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖିବାକୁ ମିଳୁଛି । ଦକ୍ଷିଣ ଭାରତର ଏହି ରାଜ୍ୟରେ କଂଗ୍ରେସକୁ ବଡ ବିଜୟ ମିଳିବା ପରେ ଦଳର ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କର୍ଣ୍ଣାଟକ ବିଜୟକୁ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ରାଜ୍ୟରେ ସେହ୍ନର ବିଜୟ […]

ଦେଶ ବିଦେଶ

ବଞ୍ଚିଗଲା କଂଗ୍ରେସ !

ଦେଶର ଧୀରେ ଧୀରେ ସତ୍ତା ହରାଉଛି କଂଗ୍ରେସ । ଏଭଳି ସ୍ଥଳେ ହିମାଚଳ ପ୍ରଦେଶରେ କଂଗ୍ରେସ ନିଜର ସ୍ଥିତି ଜାହିର କରି ନିଜର ସମ୍ମାନ ବଞ୍ଚାଇବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେବଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତାଧୀନ ଥିବାବେଳେ ସେଠାରେ ପରବର୍ତ୍ତୀ ନିର୍ବାଚନ ୨୦୨୩ରେ ହେବ । ହିମାଚଳ ପ୍ରଦେଶରେ ମୋଟ ୬୮ ଟି ଆସନରୁ ବିଜେପି ୨୬ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରି ସରକାର ଗଠନ କରିବା […]

ଟ୍ରେଣ୍ଟିଂ ଦେଶ ବିଦେଶ

ଆସନ୍ତା ୨୬ରେ ଶପଥ ନେବେ ଖଡଗେ । ସମସ୍ତଙ୍କ ନଜର ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ ହେବେ

ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱର କମାଣ ଯାଇଛି ଜଣେ ଅଣଗାନ୍ଧୀ ପରିବାର ହାତକୁ । କଂଗ୍ରେସର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ମାତ୍ ଦେଇ ଅଧ୍ୟକ୍ଷ ଆସନ ହାତେଇଛନ୍ତି ଖଡଗେ । ବର୍ତ୍ତମାନ ସମସ୍ତଙ୍କ ନଜର, ନୂଆ ସଭାପତି ଭାବେ ଖଡଗେ ନିଜେ ନିଷ୍ପତ୍ତି ନେବେ ନା ଗାନ୍ଧୀ ପରିବାରର ରିମୋର୍ଟ କଣ୍ଟ୍ରୋଲରେ ପରିଚାଳିତ ହେବେ । ଆସନ୍ତା […]

ଟ୍ରେଣ୍ଟିଂ ଦେଶ ବିଦେଶ

ମଲ୍ଲିକାର୍ଜୁନ ଖଡଗେଙ୍କୁ ହେଲେ ନୂଆ ଅଧ୍ୟକ୍ଷ

କଂଗ୍ରେସକୁ ମିଳିଲେ ନୂଆ ଅଧ୍ୟକ୍ଷ । ଦୀର୍ଘ ୨୪ ବର୍ଷ ପରେ ଜାତୀୟ କଂଗ୍ରେସକୁ ମିଳିଛି ଅଣ ଗାନ୍ଧୀ ପରିବାରରୁ ଅଧ୍ୟକ୍ଷ । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେ ଦଳର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଖଡଗେଙ୍କୁ ମିଳିଛି ମୋଟ ୭,୮୯୭ ଖଣ୍ଡ ଭୋଟ । ସେପଟେ ନିର୍ବାଚନରେ ଖଡଗେଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଶଶୀ ଥରୁରଙ୍କୁ ମାତ୍ର ୧୦୭୨ ଟି ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଛି […]

ଟ୍ରେଣ୍ଟିଂ ଦେଶ ବିଦେଶ

ଅପେକ୍ଷା ଆଉ କିଛି ସମୟର ! କିଏ ହେବ କଂଗ୍ରେସ ନୂଆ ସଭାପତି ?

୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ନୂଆ ସଭାପତି । ଅଣ-ଗାନ୍ଧି ପରିବାରରୁ ହେବେ ଦଳର ସଭାପତି । କଂଗ୍ରେସ ସଭାପତି ପଦ ପାଇଁ ଆଜି ଭୋଟ୍ ଗଣତି ହେଉଛି । ଖଡ଼ଗେ ନାଁ ଥରୁର୍ କିଏ ହେବେ କଂଗ୍ରେସର ନୂଆ  ମୁଖିଆ ତାହା ଆଜି ସ୍ପଷ୍ଟ ହେବ । ଆଜି ସକାଳ ୧୦ ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ […]