ପରଲୋକରେ ବଜାଜ୍ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜ
ଦେଶର ବିଶିଷ୍ଟ ଶିଳ୍ପପତି ତଥା ବଜାଜ୍ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ଥିବା ବେଳେ ଆଜି ପୁଣେଠାରେ ତାଙ୍କର ଦେହାନ୍ତ ହୋଇଛି । ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସମ୍ପନ୍ନ କରାଯିବ । ରାହୁଲ ବଜାଜ୍ ୧୯୩୮ ମସିହା ଜୁନ୍ ୧୦ ତାରିଖରେ […]