ଓଡିଶା

ଆମ ଗାଁ ଆମ ବିକାଶ ଯୋଜନାରେ ଦେଢ କୋଟିର ଘୋଟାଲା

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ୟ୍ୟାଳୟ ଘେରାଉ କରାଯାଇଛି । ଆମ ଗାଁ ଆମ ବିକାଶ ଯୋଜନାରେ ହୋଇଥିବା ୧ କୋଟି ୬୨ ଲକ୍ଷ ଟଙ୍କା ଘୋଟାଲାର ଭିଜିଲାନ୍ସ ତଦନ୍ତ ଦାବିରେ ଏହି ବ୍ଲକ ଘେରାଉ କରାଯାଇ ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ଆୟୋଜିତ କାର୍ୟ୍ୟକ୍ରମରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ, ଯୁବନେତା ବେଦଦୃଷ୍ଟି ପୃଷ୍ଟି, ସର୍ବେଶ୍ୱର ପଣ୍ଡା, ବ୍ଲକ କଂଗ୍ରେସ ସଭାପତି ଓ […]