ପଞ୍ଚଭୂତରେ ଲୀନ ହେଲା ମୋତି ମହଲର ଶେଷ ରାଣୀଙ୍କ ପାର୍ଥିବ ଶରୀର
କୋରାପୁଟ (ସୁନୀଲ ଦାଶ): ପଞ୍ଚଭୂତରେ ଲୀନ ହେଲା ମୋତି ମହଲର ଶେଷ ରାଣୀଙ୍କ ପାର୍ଥିବ ଶରୀର । ସହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ରାଜମାତା ରମାକୁମାରୀ ଦେବୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହୋଇଛି । ରାଣୀ ରମାଦେବୀଙ୍କ ମୃତ୍ୟୁ ସହ ଏକ ଯୁଗର ଅବସାନ ହୋଇଛି ଆଉ ଜୟପୁର ରାଜ ପରିବାରର ଶେଷ ପରିଚୟ ବି ଲୁଚି ଯାଇଛି । ଜୟପୁର ରାଜ ପରିବାରେ ଶୋକର ଛାୟା ସହ ସହରରେ ମଧ୍ୟ ଶୋକର ଛାୟା […]