ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ…
ବ୍ୟବସାୟ କରୁ କରୁ ପ୍ରାଣ ହରାଇଥିବା ଶୁକଦେବଙ୍କ ପତ୍ନୀଙ୍କୁ ମିଳିଲା ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତାଢେଙ୍କାନାଳ, (ଏଫ୍ଟୁଏସ୍/ ସୁଜିତ୍ କୁମାର ବେହେରା) : ଜିଲ୍ଲାର ନିହାଲପ୍ରସାଦ ଥାନା ଅନ୍ତର୍ଗତ ଦଶମାଣପାଟଣା ଗ୍ରାମର ଅଧିବାସୀ ଶୁକଦେବ ବେହେରା ନିଜ ପରିବାର ପ୍ରତିପୋଷଣ ପାଇଁ ଢେଙ୍କାନାଳରୁ ଶ୍ରୀକ୍ଷେତ୍ର ପୁରୀକୁ ଯାଇଥିଲେ । ସେଠାରେ ସେ ଗୋଟେ ଲୁନା ଗାଡିରେ ସାହି ସାହି ବୁଲି ପାମ୍ପଡ଼ ନଳୀ ଭଳି ସାମଗ୍ରୀ ବିକ୍ରି କରି ଚଳୁଥିଲେ । ପାଖରେ ନିଜର ସ୍ତ୍ରୀ […]