ଓଡିଶା କଳା ସଂସ୍କୃତି

“ଭକ୍ତମୟ ଶ୍ରୀଜଗନ୍ନାଥ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

  • April 29, 2025
  • 0 Comments

• ସାମ୍ବାଦିକ ବିରଞ୍ଚି, ପ୍ରଭାତ, ଡ. ଲକ୍ଷ୍ମୀଧର ସମ୍ବର୍ଦ୍ଧିତ• ମହାପ୍ରଭୁ କେବଳ ଶ୍ରୀମନ୍ଦିରରେ ନୁହେଁ ସବୁଠି ଅଛନ୍ତି• ଭକ୍ତି, ସମର୍ପଣ ଈଶ୍ୱରତ୍ୱ ପ୍ରାପ୍ତିର ଏକମାତ୍ର ମାର୍ଗ• ସମାଜର ଉତ୍ଥାନ ପାଇଁ ସାମୁହିକତା ଜରୁରୀପୁରୀ, (ଫ୍ରିଟୁସ୍ପିକ୍) : ଶ୍ରୀ ରାଧାରମଣ ଫାଉଣ୍ଡେସନ ଆନୁକୂଲ୍ୟରେ କଳ୍ପତରୁ ମିଶନ ସହଯୋଗରେ ଶ୍ରୀ ରାଧାରମଣଙ୍କ ୧୭୦ତମ ଜୟନ୍ତୀ ଓ ପରମ ବୈଷ୍ମବୀ କଙ୍କରୀ ପରମେଶ୍ୱରୀ ମାଆଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅବସରରେ “ଭକ୍ତମୟ ଶ୍ରୀଜଗନ୍ନାଥ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଜିଲା ସଂସ୍କୃତି ଭବନ […]

ଓଡିଶା

ଭଣ୍ଡାର ଗୃହରୁ ବାହାରି କ’ଣ କହିଲେ ଗଜପତି ମହାରାଜ…

ବ୍ୟୁରୋ, (ଏଫ୍ଟୁଏସ୍) ୧ ୮/୦୭ : ରତ୍ନଭଣ୍ଡାର ଭିତରକୁ ଯାଇ ତଦାରଖ କରିବା ପରେ ଶ୍ରୀମନ୍ଦିରରୁ ବାହାରକୁ ବାହାରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଏହାପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଅସ୍ଥାୟୀ ଭାବେ ଖଟଶେଜ ଘରକୁ ସ୍ଥାନାନ୍ତର କରାଯାଉଛି । ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ । ଆଉ ନିୟମ ମୁତାବକ, ଏହାର ଚାବି […]

ଓଡିଶା କଳା ସଂସ୍କୃତି

୫ ଦଶନ୍ଧି ପରେ ଖୋଲିଲା ଭିତର ଭଣ୍ଡାର…

ବ୍ୟୁରୋ, (ଏଫ୍ଟୁଏସ୍) ୧ ୮/୦୭ : ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନିଆଯିବ । ବାହାର ଭଣ୍ଡାର ପରେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିଛନ୍ତି ୧୧ ଜଣିଆ ସ୍ୱତନ୍ତ୍ର ଟିମ୍ । ବାହାରେ ପ୍ରଥମେ ଲୋକନାଥ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଜଉମୁଦ […]

ଓଡିଶା

ପୁଣି ଖୋଲିବ ରତ୍ନ ଭଣ୍ଡାର, ସକାଳ ୮ଟାରୁ ମନ୍ଦିର ପ୍ରବେଶ କଟକଣା…

ବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ଆସନ୍ତା ଜୁଲାଇ ୧୮ ତାରିଖ ଅର୍ଥାତ ଗୁରୁବାର ପୁଣି ଖୋଲାଯିବ ରନôଭଣ୍ଡାର । ରନôଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି, ଗୁରୁବାର ଦିନ ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ । ସକାଳ ୯ଟା ୫୧ରୁ ୧୨.୧୫ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ । ଏ ନେଇ ଶୁଭବେଳା ଧାର୍ଯ୍ୟ ହେଇଛି । ଏହି ସମୟରେ […]

ଓଡିଶା

ସୁନାବେଶ ଏବଂ ଅଧରପଣାରେ ପୁରୀକୁ ୭୬ ଟି ସ୍ୱତନ୍ତ୍ର ଟ୍ରେନ…

ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ମହାବାହୁବ୍ୟୁରୋ, (ଏଫ୍ଟୁଏସ୍) ୧୬/୦୭ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ । ନବଦିନାତ୍ମକ ଲୀଳାଖେଳା ସାରି ପବିତ୍ର ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି । ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରରେ ପହଞ୍ଚିଛନ୍ତି । ସିଂହଦ୍ୱାରରେ ରଥାରୂଢ଼ […]

ଓଡିଶା କଳା ସଂସ୍କୃତି

ଖୋଲୁଛି ରତ୍ନ ଭଣ୍ଡାର…

ଆଜି ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲାଗଲା ରତ୍ନଭଣ୍ଡାର । ଲୋକନାଥଙ୍କୁ ପୂଜା କରି ପ୍ରବେଶ କଲେ ଟିମ୍ । ଭିତର ରତ୍ନଭଣ୍ଡାର ଚାବି ଫିଟାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ପୋଷାକରେ ଭଣ୍ଡାର ଭିତରକୁ ଯାଇଛନ୍ତି ଟିମ୍ । ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ।  ରତ୍ନଭଣ୍ଡାର ଭିତରକୁ ଯାଇଛନ୍ତି ୧୧ ଜଣ ସଦସ୍ୟ । ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ସଦସ୍ୟ ଡାକ୍ତର ସିବିକେ ମହାନ୍ତି, ଗଜପତି ମହାରାଜାଙ୍କ […]

ଓଡିଶା କଳା ସଂସ୍କୃତି

ମହାବାହୁଙ୍କ ସ୍ନାନ ନିମିନ୍ତେ ପ୍ରସ୍ତୁତ ଅଭିମନ୍ତ୍ରିତ ଜଳରେ ରହିଛି କ’ଣ ?

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପରେ ବିରାଜିତ ହେବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ । ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ । ସନ୍ଧ୍ୟା […]

ଓଡିଶା ମନୋରଞ୍ଜନ ଯ଼ୋଗାଯ଼ୋଗ

ପୁରୀର ସୁନା ଝିଅ ମାମୁନ୍ ଦାଶଙ୍କ କାହାଣୀ ନାରୀଜାତି ପାଇଁ ପ୍ରେରଣା…

ବର୍ତ୍ତମାନ ସମୟରେ ଗ୍ରୁମିଂ କାହାକୁ ବା ପସନ୍ଦ ନୁହେଁ । ସୌନ୍ଦର୍ଯ୍ୟ ପ୍ରତିଟି ନାରୀ ଜୀବନର ଅଳଙ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହି ସୋନ୍ଦର୍ଯ୍ୟକରଣ ପଛରେ ଥିବା ଜଣେ ମୁକ୍ତା ହେଉଛନ୍ତି ମାମୁନ୍ ଦାଶ । ଜଣେ ସାଧାରଣ ଝିଅରୁ ଜଣେ ସଫଳ ଉଦ୍ୟୋଗୀ ଓ ପରେ ପରେ ନାରୀ ଜାତି ପାଇଁ ପ୍ରେରଣା ସାଜିଛନ୍ତି ପୁରୀର ଗର୍ବ ମାମୁନ୍ ଦାଶ ଓରଫ୍ ହରସ୍ମିତା ଦାଶ । ପୁରୀ ସହରରେ ବ୍ରାହ୍ମଣ ସମ୍ପ୍ରଦାୟରେ […]

ଓଡିଶା

ପୁରୀରେ ଦେଖିବାକୁ ମିଳିଲା ମୋଦୀ ମ୍ୟାଜିକ୍…

ମୋଦୀ, ମୋଦୀ ନାରାରେ କମ୍ପିଲା ବଡ଼ଦାଣ୍ଡ । ପୁରୀରେ ଦେଖିବାକୁ ମିଳିଲା ମୋଦୀ ମ୍ୟାଜିକ । ବଡ଼ଦାଣ୍ଡ ପାଲଟିଲା ଜନ ସମୁଦ୍ର । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡରେ ମେଗା ରୋଡ୍ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନିଜ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଆଜି ସକାଳୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା ପ୍ରବଳ ଲୋକ ଗହଳି । ଗତ ରାତିରେ ଭୁବନେଶ୍ୱରରେ ପହଞ୍ଚଥିବା ପ୍ରଧାନମନ୍ତ୍ରୀ ମୋଦୀ ରାଜଭବନରେ ରାତ୍ରୀ ଯାପନ […]

ଓଡିଶା

କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର । ପୁଣି ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ମୋଦୀ…

ଆସନ୍ତାକାଲି ସନ୍ଧ୍ୟାରେ ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୦ ତାରିଖରେ ସକାଳ ୮ଟାରେ ପୁରୀରେ ରୋଡ୍‌ ସୋ କରିବେ ମୋଦୀ । ମହାପ୍ରଭୁଙ୍କ ଦର୍ଶନ କରି ସେ ରୋଡ୍‌ ସୋ କରିବେ ବୋଲି ସୂଚନା ମିଳିଛି । ଏହା ପରେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ରେ କଟକରେ ଜନସଭାକୁ ସମ୍ବୋଧନ କରିବେ । କଟକ ବାଲିଯାତ୍ରା ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବେ ମୋଦୀ । […]