ଦେଶ ବିଦେଶ

ନୂଆ ସଂସଦ ଭବନ ଉଦଘାଟନ ବିବାଦ । ଜନସ୍ୱାର୍ଥ ମାମଲା ଖାରଜ କଲେ ମାନ୍ୟବର ସୁପ୍ରିମକୋର୍ଟ

ନୂଆ ସଂସଦ ଭବନକୁ କିଏ ଉଦଘାଟନ କରିବେ ରାଷ୍ଟ୍ରପତି ନା ପ୍ରଧାନମନ୍ତ୍ରୀ । ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଥିବା ବେଳେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହି ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଏଭଳି ମାମଲାର ବିଚାର କରିବା ସୁପ୍ରିମକୋର୍ଟଙ୍କ କାମ ନୁହେଁ । ନୂଆ ସଂସଦ ଭବନ ଉଦଘାଟନୀ ସମାରୋହକୁ ସ୍ମରଣୀୟ କରିବାକୁ ଶାସକ ଦଳ ଜୋରସୋରରେ ଲାଗି ପଡ଼ିଥିବା ବେଳେ ବିପକ୍ଷ ଦଳ […]