ଜାନୁଆରୀରେ ରିଲିଜ୍ ହେବ ଓଡିଆ ଚଳଚ୍ଚିତ୍ର “ଆଖି ବୁଜିଦେଲେ ତୁ”
ଦୀର୍ଘ ଦିନର ବ୍ୟବଧାନ ପରେ ଏକ ବର୍ଣ୍ଣାଢ୍ୟ ପରିବେଷରେ ଓଡିଆ ଚଳଚ୍ଚିତ୍ର “ଆଖି ବୁଜିଦେଲେ ତୁ”ର ଅଡିଓ ରିଲିଜ୍ ଉତ୍ସବ ଭୁବନେଶ୍ୱରସ୍ଥିତ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଏହାର ସଂଗୀତକୁ ଲୋକାର୍ପଣ କରିଥିଲେ । ଚଳଚ୍ଚିତ୍ରରେ ଅଭିଜିତ ମଜମୁଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ ଗୀତିକାର ନିର୍ମଳ ନାୟକ ରହିଛନ୍ତି । ଏଥିରେ କଣ୍ଠଦାନ କରିଛନ୍ତି […]