ଓଡିଶା ମନୋରଞ୍ଜନ

ପ୍ରେମ୍ ପରିଶ୍ରମ ସଫଳ ହେଲା । ଜୀବନର ମୋଡ ବଦଳାଇଦେଲା ୱେବସିରିଜ୍ ‘କମାଣ୍ଡୋ’…

ଭୁବନେଶ୍ୱର : ଦେଶର ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ଡିଜନି+ ହଟଷ୍ଟାରରେ ରିଲିଜ୍ ହୋଇଛି ଓଡିଆ ପୁଅ ପ୍ରେମ୍ ପରିଜାଙ୍କ ୱେବସିରିଜ୍ ‘କମାଣ୍ଡୋ’ । ଜାତୀୟସ୍ତରର ଓଟିଟି ପ୍ଲାଟଫର୍ମରେ ପ୍ରଦର୍ଶିତ କୌଣସି ୱେବସିରିଜରେ ମୁଖ୍ୟଚରିତ୍ରରେ ଅଭିନୟ କରିଥିବା ପ୍ରଥମ ଓଡ଼ିଆ କଳାକାର ହେବାର ଗୌରବ ଅର୍ଜନ କରିଛନ୍ତି ପ୍ରେମ୍ ।  ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରେମ୍ ଯୋଗ ଦେଇ କହିଛନ୍ତି ଯେ, ‘‘ମୁଁ କିଛି ବର୍ଷ ହେଲା ମୁମ୍ବାଇରେ ରହି ଅଭିନୟର ପ୍ରଶିକ୍ଷଣ ନେଉଥିଲି ଏବଂ ବିଭିନ୍ନ […]