ଓଡିଶା

ପ୍ରଥମାଷ୍ଟମୀରେ ପାହାଡ ଚଢା, ଏକ ନିଆରା ପରମ୍ପରା…

ଘସିପୁରା, ୦୬/୧୨ (ସ୍ମୃତି ରଞ୍ଜନ ବିହାରୀ) : ପ୍ରଥମାଷ୍ଟମୀ ପର୍ବକୁ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ଗ୍ରାମର ଯୁବପିଢୀ । ଗାଁ ପୂର୍ବ ଦିଗରେ ଥିବା ୫୦୦ ଫୁଟ ଉଚ୍ଚ ଧନେଇ ପାହାଡ ଉପରକୁ ଚଢି ପ୍ରକୃତିର ଶୋଭା ଉପଭୋଗ କରିବା ଏକ ନିଆରା ଅନୁଭୁତି । ପାହାଡ ଚଢିବାର ମଜା ଏଠି ନିଆରା ,ସୁଉଚ୍ଚ ପାହାଡ ସହ ଅନେକ ଗଛ ଲତା ପଥର ଚଟାଣ ଦେଇ ଶହ […]