ଆକ୍ସନ ମୁଡରେ ପ୍ରତାପ ନନା । ଅମାନିଆଙ୍କୁ ତାଗିଦ୍ କଲେ ଆଉ ଉଠବସ କରାଇ ଶାସ୍ତି ବି ଦେଲେ ।
ବାଲେଶ୍ଵର : ଭୁଲ୍ ହେଉଥିବା ଖବର ଶୁଣିବା ପରେ, ତୁରନ୍ତ ଘଟଣା ସ୍ଥଳକୁ ଯାଇ ତାଗିଦ୍ କରିଛନ୍ତି ନନା । ଖାଲି ତାଗିତ୍ କରି ନାହାନ୍ତି, ବାପା ଭଳି ଶାସ୍ତି ମଧ୍ୟ ଦେଇଛନ୍ତି । ନନାଙ୍କ ଏଭଳି କାର୍ଯ୍ୟ ପରେ ତାଙ୍କୁ ଅନେକ ପ୍ରଶଂସା କରିଛିନ୍ତି । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନୀଳଗିରିରେ ନୂଆ ଷ୍ଟେସନ ନିର୍ମାଣ ହେଉଥିବା ବେଳେ ସେହି ସ୍ଥାନ […]