ପ୍ରଚାର ମୈଦାନରେ ପ୍ରତାପ…
ବେଗୁନିଆପଡା, ୫/୪ : ପିସି କାରବାର ହଟିବ, ଦୁର୍ନୀତି ମୁକ୍ତ ସରକାର ଗଠନ ହେବ । ଚଳିତ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବା ସହ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଭୋଟ ନଦେବାକୁ ଆହ୍ୱାନ ଦେଇଛନ୍ତି ଏହି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ପ୍ରାର୍ଥୀ ପ୍ରତାପ ନାୟକ । ପ୍ରକାଶ ଥାଉକି ଚଳିତ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଘୋଷଣା ସରିଛି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ […]