ଓଡିଶା

କବିସୂର୍ଯ୍ୟନଗରରୁ ଲଢିବେ କି ପ୍ରମୋଦ ?

ବେଗୁନିଆପଡା, ୧୯/୧୧(ବାପୁନି କୁମାର ମାଲୁ) : ୨୦୨୪ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କବିସୂର୍ଯ୍ୟନଗରରେ ରାଜନୈତିକ ପାଣିପାଗ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ଏଠାରେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ରହିଥିବାବେଳେ ସେଥିମଧ୍ୟରୁ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା ହେଉଛନ୍ତି ଅନ୍ୟତମ ଆଶାୟୀ । ଏଥିମଧ୍ୟରେ ସେ ବିଭିନ୍ନ ଗ୍ରାମ ପରିକ୍ରମା କରି ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କ ନିକଟତର ହେବାରେ ଲାଗିଛନ୍ତି । ଏହି ଆଧାରରେ ତାଙ୍କର ୪୦ […]