ଓଡିଶା

ବିଜ୍ଞାନ ଏବଂ ସଭ୍ୟତା ସହିତ ସଂସ୍କୃତି, ପରମ୍ପରା ଏବଂ ସାମାଜିକ ଶୃଙ୍ଖଳା ଆଦର୍ଶ ସମାଜକୁ ଉଚିତ୍ ଶିକ୍ଷା ପ୍ରଦାନ କରେ…

ଗଜପତି : ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ (ଗଜପତି)ର ମିଳିତ ଆନୁକୁଲ୍ୟରେ କୁମାର ଉତ୍ସବ-୨୦୨୩ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁଶ୍ରୀ ପ୍ରତୀକ୍ଷା ପାଣିଗ୍ରାହୀଙ୍କ ସ୍ବାଗତ ସମ୍ଭାଷଣ ପରେ ପ୍ରଗତିର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଭାଗବତ ପାଢ଼ୀ ପରିଚୟ ପ୍ରଦାନ କରିବା ପରେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ […]