ପଦ୍ମପୁରରେ ଶୁଭିଲା ଶଙ୍ଖ…
ଜିତିଲା ମାଟିର ଝିଅ । ୪୨ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛି ବିଜେଡି । ବାପାଙ୍କ ସ୍ବପ୍ନକୁ ସାକାର କରିବାର ପ୍ରତିଶ୍ରୁତି ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ସ୍ବର୍ଗତଃ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷା ସିଂହ ବରିହା । ପଦ୍ମପୁର ଉପନିର୍ବାଚନୀ ଫଳାଫଳ ବର୍ଷାଙ୍କ ସପକ୍ଷରେ ଯାଇଛି । ବର୍ଷା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପ୍ରଦୀପ ପୁରୋହିତଙ୍କୁ ୪୨ ହଜାର ୬୫ ଭୋଟରେ ମାତ୍ ଦେଇଛନ୍ତି । ମୋଟ ୧୪ଟି ଟେବୁଲରେ […]