ଓଡିଶା

ଗିରଫ ହେଲେ ବିଧାୟକ ପ୍ରାର୍ଥୀ ଶିବଶଙ୍କର…

ଗିରଫ ହେଲେ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ । ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ପୋଲିସ ତାଙ୍କୁ ଜେଲକୁ ପଠାଇ ଦେଇଛି । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍ ପିଣ୍ଟୁଙ୍କ ବିରୋଧରେ ପୋଲିସ ହତ୍ୟା ଉଦ୍ୟମ ଦଫା ଲଗାଇ ମାମଲା ରୁଜୁ କରିଛି । ଗତ ସୋମବାର ପ୍ରଥମ ପର୍ଯ୍ୟାୟ ଭୋଟିଂ […]

ଓଡିଶା

ପୋଲିସ ସାମ୍ନାରେ ପ୍ରଦୀପଙ୍କୁ ପିଟିଲେ ଶିବଶଙ୍କର…

ପୋଲିସ ସାମ୍ନାରେ ପ୍ରଦୀପଙ୍କୁ ପିଟିଲେ ଶିବଶଙ୍କର। ପ୍ରଦୀପ ପାଣଗ୍ରାହୀଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ । ଗୋଷାଣୀ ନୂଆଗାଁରେ ସରକାରୀ ଉତ୍କଳ ମଣି ହାଇସ୍କୁଲ ସ୍ଥିତ 133 ଓ 134 ନମ୍ବର ବୁଥରେ ଘଟିଛି ଘଟଣା । ବୁଥ ସମ୍ମୁଖରେ ଠିଆ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ, ପୋଲିସ ସହ ଆଲୋଚନା କରୁଥିଲେ । ଏହି ସମୟରେ ଶିବ ଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ । କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ […]