ଓଡିଶା

୧୦୦ ଅଣ୍ଡା ଦିଆ କୁକୁଡା ଚାଷୀଙ୍କୁ ପୁରସ୍କୃତ କଲା ପ୍ରାଣୀ ଚିକିତ୍ସା ବିଭାଗ…

ଗଜପତି : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ବିଶ୍ଵ ଅଣ୍ଡା ଦିବସ ରୂପେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗ ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ […]

ଓଡିଶା

ମହିଳା ଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜୀବନରେ ପରିବର୍ତ୍ତନ ଆଣିଛି ହେଫର୍ ଇଂଟରନ୍ୟାଶନାଲ ଓ କାରଗିଲର ହ୍ୟାଚିଙ୍ଗ୍ ହୋପ୍ ଅଭିଯାନ…

ଭୁବନେଶ୍ୱର : ହେଫର୍ ଇଂଟରନ୍ୟାସନାଲ ବିଶ୍ୱ ଅଣ୍ଡା ଦିବସ ଅବସରରେ ପୋଲଟ୍ରି ବା କୁକଡା ଚାଷ ଉପରେ କେନ୍ଦ୍ରିତ ଏହାର ପରିବର୍ତ୍ତନଶୀଳ ଅଭିଯାନକୁ ଓଡିଶାରେ ଗର୍ବର ସହ ପ୍ରଦର୍ଶିତ କରିଛି । କାରଗିଲ୍ ସହିତ ଓଡିଶାରେ ହେଫରର ଫ୍ଲାଗସିପ୍ ଅଭିଯାନ, ଦ ହ୍ୟାଚିଙ୍ଗ୍ ହୋପ୍ ପ୍ରୋଜେକ୍ଟ  କୁକୁଡା ଉତ୍ପାଦନ, ଉପଯୋଗ ଓ ପ୍ରୋତ୍ସାହନ ମାଧ୍ୟମରେ ୨୦୩୦ ସୁଦ୍ଧା ବିଶ୍ୱବ୍ୟାପୀ ୧୦୦ ମିଲିୟନ ଲୋକଙ୍କର ପୋଷଣ ଓ ଅର୍ଥନୈତିକ ଜୀବିକାକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖିଛି । ଭାରତରେ […]