ଓଡିଶା

୯ ବର୍ଷ ପରେ ଫାଷ୍ଟଟ୍ରାକ ପୋକସୋ କୋର୍ଟରେ ମିଳିଲା ନ୍ୟାୟ…

ଜଗତସିଂହପୁର : ୨୦୧୪ରେ ୯ ବର୍ଷର ନାବାଳିକା ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଦିପୁନା ଓରଫ ତପନ ନାଥକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଜଗତସିଂହପୁର ଫାଷ୍ଟଟ୍ରାକ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର ମହାନ୍ତି । ସମ୍ପତି ଲୋଭରେ ସମ୍ପର୍କୀୟଙ୍କ ୯ବର୍ଷର ନାବାଳିକାଙ୍କୁ ନିର୍ମମ ଭାବରେ ହତ୍ୟା କରି ଅଳକା ନଦୀକୁ ଫିଙ୍ଗିଥିଲା ଆସାମୀ ଦିପୁନା । ଆଜି ୯ବର୍ଷ ପରେ ଏହି ଘଟଣାର ରାୟ ପ୍ରକାଶ ପାଇଛି । ସୂଚନା ଅନୁସାରେ, ସଦର ଥାନା […]