ଓଡିଶା

ଖଲ୍ଲିକୋଟ ପରେ ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା…

ଖଲ୍ଲିକୋଟ ପରେ ପରେ ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ଫୁଟିଛି ଗୁଳି । ପୋଲସରା ତୋଟାସାହିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯୁବକଙ୍କ ବେକରେ ବାଜିଛି ଗୁଳି । ତାଙ୍କ ନାଁ ଗଣେଶ ଖଟେଇ । ଗୁଳିମାଡରେ ଶିକାର ଗଣେଶଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଖଲ୍ଲିକୋଟ୍ ହିଂସାକାଣ୍ଡକୁ କେଇ ଘଣ୍ଟା ବିତିନଥିବା ବେଳେ ପୁଣି ପୋଲସରାରୁ ଆସିଛି ଏପରି ରାଜନୈତିକ […]

ଓଡିଶା

ଶ୍ରୀମା ଅରବିନ୍ଦ ମନ୍ଦିରର ୧୦ମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମାନ୍ୟବର ଶ୍ରମ ମନ୍ତ୍ରୀ

ବେଗୁନିଆପଡା: ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ୍.ଛଚିନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୨୬ତମ ପ୍ରତିଷ୍ଠା ଉତ୍ସବ ଏବଂ ଶ୍ରୀ ଅରବିନ୍ଦ ମନ୍ଦିରର ୧୦ମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଲେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଏହି ଅବସରରେ ସେ ଯୋଗ, ନୃତ୍ୟ, କଳା, ଆତ୍ମାରକ୍ଷା କୌଶଳ ‘ସୃଜନୀ ସଂସ୍ଥାର’ କୋଠାକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥୀ ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା […]