ଓଡିଶା

ପୋଲିସ କ୍ୟାମ୍ପରେ ସନ୍ଦହଜନକ ଅବସ୍ଥାରେ ମିଳିଲେ ପୋଲିସ କର୍ମଚାରୀ

ସାଲେପୁର: ଡ୍ୟୁଟି କରିବାକୁ ଆସି ଜଣେ ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ହେଲେ ଶ୍ରୀନିବାସ ରାଉତ । ସେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ନିଯୁକ୍ତ ହୋଇଥିଲେ । ଶ୍ରୀନିବାସଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି । ଗତ ତିନି ଦିନ ତଳେ ମାହାଙ୍ଗା ମହୋତ୍ସବକୁ ଡ୍ୟୁଟି କରିବାକୁ ଆସି ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁର କ୍ୟାମ୍ପରେ ଥିଲେ । ଆଜି ସକାଳେ ତାଙ୍କୁ […]