ଓଡିଶା

ପିଏମ୍ ସ୍ଵନିଧି ଯୋଜନା ସମ୍ପର୍କୀତ ଏକ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ବର : ପୂର୍ବାଞ୍ଚଳ ଅନ୍ତର୍ଗତ ଓଡିଶା, କୋଲକାତା, ବିହାର ଏବଂ ଝାଡଖଣ୍ଡ ରାଜ୍ୟ ପାଇଁ ପିଏମ୍ ସ୍ଵନିଧି ଯୋଜନା ସମ୍ପର୍କୀତ ଏକ ଆଞ୍ଚଳିକ ସମ୍ମିଳନୀ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡଃ ଭାଗବତ କରାଡ (ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାର), ରାହୁଲ କାପୁର (ଯୁଗ୍ମ ସେକ୍ରେଟାରୀ ଏବଂ ମିଶନ ଡାଇରେକ୍ଟର), ଡେ-ଏନ୍‌ଏଲ୍‌ଏମ୍ ଏବଂ ପିଏମ୍ ସ୍ଵନିଧି, ମହୁଆ, ଭାରତ ସରକାର, ପ୍ରଶାନ୍ତ କୁମାର ଗୋୟଲ (ଯୁଗ୍ମ ସେକ୍ରେଟାରୀ, ଡିଏଫ୍ଏସ୍, ଅର୍ଥ ମନ୍ତ୍ରଣାଳୟ, ଭାରତ ସରକାର), […]