ଓଡିଶା

ମିଡ଼ିଆ ଫୋରମ୍ କର୍ମକର୍ତ୍ତାଙ୍କ ବୃକ୍ଷରୋପଣ କାର୍ଯ୍ୟକ୍ରମ…

କନ୍ଧମାଳ, (ଏଫ୍ଟୁଏସ୍) : କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ୍ ପକ୍ଷରୁ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ଯୋଗ ଦେଇ ବିଶେଷ କରି ମାଦିକୁନ୍ଦା ଛକଠାରେ ଏବଂ ୧୨ ନମ୍ବର ୱାର୍ଡର ନଦୀ କୂଳରେ ଥିବା ପଠା ଉପରେ ବୃକ୍ଷ ରୋପଣ ହେଉଥିବାରୁ ଫୋରମର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ବୃକ୍ଷ ରୋପଣର ଉଦେ୍ଦଶ୍ୟ ଓ […]

ଓଡିଶା ମନୋରଞ୍ଜନ

ପ୍ରକୃତି ପ୍ରେମୀ ପଦ୍ମଜା…

ଗଜପତି, (ଏଫ୍ଟୁଏସ୍ / ବିବେକାନନ୍ଦ ବେହେରା) : ବଗିଚାରେ ରହିଛି ଏକଶହ କିସମର ଫଳ ଔଷଧୀୟ ଗଛ । ଛାତ ସିଡି ରାସ୍ତା ଘର ବଗିଚା ଚାରିଆଡେ କେବଳ ଗଛ ହିଁ ଗଛ । ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପ୍ରକାରର ଔଷଧୀୟ ଗଛ ମଧ୍ୟ ରହିଛି ଯାହା ଛୋଟମୋଟ ରୋଗ ନିରାକର ପାଇଁ ବେଶ ସହାୟକ ହେଉଛି । ମଣିଷର ସଉକ କେବେ ଉଦାହରଣ ସୃଷ୍ଟି କରେ ତ ପୁଣି କେବେ ଏକ ଅନନ୍ୟ ପରିଚୟ ଆଣିଦିଏ […]

ଓଡିଶା

ଉତ୍ତରକୁଳ ପଞ୍ଚାୟତରେ ବିଭିନ୍ନ ଉପାଦେୟ ବୃକ୍ଷର ଚାରା ବଣ୍ଟନ କଲେ ମହାବୀର ସେନା…

ନିଶ୍ଚିନ୍ତକୋଇଲି, (ଏଫ୍ଟୁଏସ୍ / ଅଭୟ ଜେନା) : ମହାବୀର ସେନା ପକ୍ଷରୁ ଉତ୍ତରକୁଳ ପଞ୍ଚାୟତରେ ଅନ୍ୟୁନ ୫୦ ରୁ ଉର୍ଦ୍ଧ ମହିଳାଙ୍କୁ ବିଭିନ୍ନ ଦରକାରୀ ବୃକ୍ଷର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥି ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦସ୍ୟ ଦିଲୀପ କୁମାର ମହାନ୍ତି ଓ ତୁଷାରକାନ୍ତ ବେହୁରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧୁସ୍ମିତା ମହାନ୍ତି, ପ୍ରଦୀପ ସ୍ୱାଇଁ, ତପନ ସ୍ୱାଇଁ, ଫଗୁ ସାମଲ, କ୍ଷୀରୋଦ ମହାପାତ୍ର, […]

ଓଡିଶା

ତାଳ ବଣ ବିକାଶ ନିଶାରେ ଅବସରପ୍ରାପ୍ତ ସେନା କର୍ମଚାରୀ କୃଷ୍ଣଚନ୍ଦ୍ର…

ଅସ୍ତରଙ୍ଗ, (ଏଫ୍ଟୁଏସ୍ /ମାନସ ଦିକ୍ଷିତ) : ତାଳ ଖାଇବାକୁ ଯେତିକି ମଧୁର, ପରିବେଶ ପାଇଁ ତାଳ ଗଛ ସେତିକି ଉପକାରୀ । ଏହା ବଜ୍ରପାତକୁ ପ୍ରତିହତ କରିବା ସହ ଭୂତଳ ଜଳ ସଂରକ୍ଷଣରେ ଗୁରୁ ଦାୟିତ୍ୱ ନିର୍ବାହ କରେ । ଓଡିଶା ହେଉଛି ଏକ ପ୍ରାକୃତିକ ବିପର୍ଯୟ ପ୍ରବଣ ରାଜ୍ୟ । ଏଣୁ ପ୍ରକୃତି ମାଆର ସୁରକ୍ଷା ପାଇଁ ଓଡିଶାର ପୁରପଲ୍ଲୀରେ ବହୁ ସଂଖ୍ୟାରେ ତାଳଗଛ ଲଗାଯାଇଥିଲା । ହେଲେ ଅତ୍ୟାଧୁନିକ ଜୀବନଶୈଳୀ ହେତୁ କୋଠାବାଡ଼ି, କଂକ୍ରିଟ୍ […]