ପିତୃପୁରୁଷଙ୍କୁ ଶ୍ରାଦ୍ଧ କଲା ପରେ ଗଙ୍ଗା ଦର୍ଶନ ଅନିବାର୍ଯ୍ୟ । ମାତ୍ର ମା’ଙ୍କୁ ଧବଳମୁଖୀ ବେଶରେ ଦର୍ଶନ କଲେ ତାହା ଗଙ୍ଗା ଦର୍ଶନ ବୋଲି ମଣାଯାଏ
ଆଜି ପବିତ୍ର ମହାଳୟା । ପିତୃ ତର୍ପଣର ଅନ୍ତିମ ଦିବସ । ଏହି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ । ବର୍ଷର ଅନ୍ୟଦିନ ଗୁଡିକରେ ମା’ ସିନ୍ଦୁର ବର୍ଣ୍ଣ ରୂପରେ ଦର୍ଶନ ଦେଉଥିବା ବେଳେ ମହାଳୟାରେ ଶ୍ୱେତବର୍ଣ୍ଣା ବା ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି । ବର୍ଷକରେ ଗୋଟିଏ ଥର ମାଆଙ୍କର ଏହି ବିରଳ ବେଶ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର […]